Browsing Tag

Priti PankajaTripathy

ମଣ୍ଡିରୁ ଧାନ ନଉଠିଲେ ରାସ୍ତାରୋକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବା ନେଇ ଚାଷୀ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଧାନ କିଣା ବ୍ୟବସ୍ଥା ନହେଲେ ରାସ୍ତାରୋକ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି ।…
Read More...

ସତ କହିବ ମିଛୁଆ ଡାକ୍ତର

ଭୁବନେଶ୍ୱର: ଶେଷରେ ସମସ୍ତ ମିଛ ଧରା ପଡ଼ିଛି ୪୨୦ ଡାକ୍ତରର କଥା । ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ୍ । ଦୀର୍ଘଦିନ ଧରି ଅନେକ ମହିଳାଙ୍କୁ ଠକେଇ ବାହା ହେବାସହ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହେବାପରେ ବାନ୍ଧିଥିଲା ପୋଲିସ । ଆଉ ଆଜିଠୁ ୫ଦିନିଆ ରିମାଣ୍ଡରେ…
Read More...

ହଟିଲା ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଦୈନିକ ହଜାରେ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନା ତାତି କମିବା ପରେ ରାଜ୍ୟ ସରକାର କଟକଣାରେ ମଧ୍ୟ ପରିବର୍ତନ ଆଣିଛନ୍ତି । ରାଜ୍ୟ ସରକାର ଲାଗୁ କରିଥିବା ରାତ୍ରିକାଳୀନ କର୍ଫ୍ୟୁକୁ ମଧ୍ୟ ହଟାଇ ଦେଇଛନ୍ତି…
Read More...

ଅଲଗା ହେଲେ ରାକ୍ଷୀ-ରିତେଶ!

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ୍ ରାକ୍ଷୀ ସାଓ୍ଵନ୍ତ ଓ ସ୍ୱାମୀ ରିତେଶ ଅଲଗା ହୋଇଛନ୍ତି। ନିକଟରେ ରାକ୍ଷୀ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଥିଲେ। ରିତେଶଙ୍କ ଠାରୁ ଅଲଗା ହେବା ପରେ ରାକ୍ଷୀ ବହୁ କଷ୍ଟରେ ଅଛନ୍ତି। ମିଡିଆ ସହ କଥା ହେବା ବେଳେ ଅନେକ ଥର ସେ ନିଜ ମନର ବ୍ୟଥା ସେୟାର…
Read More...

ମାଟ୍ରିକ ଫେଲ୍ ଡାକ୍ତର

ଭୁବନେଶ୍ୱର: ଯୋଗ୍ୟତା ଡାକ୍ତର କିନ୍ତୁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଫେଲ୍ । ହେଲେ କହି ବୁଲୁଛନ୍ତି ମୁଁ ଜଣେ ବଡ଼ ଡାକ୍ତର । ଏସମ୍ପର୍କରେ ଆଜି ଏହି ନକଲି ଡାକ୍ତରଙ୍କ ଜଣେ ସମ୍ପର୍କୀୟ ପର୍ଦ୍ଦାଫାସ କରିଛନ୍ତି । ଖାଲି ସେତିକି ନୁହେଁ ଡାକକ୍ତର ବାବୁ ଜଣକ ବାହା ହୋଇଛନ୍ତି ୧୮ଜଣ ମହିଳାଙ୍କୁ ।…
Read More...

ଗିରଫ ହେଲେ କୋଟିପତି ଡାକ୍ତର

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ କୋଟିପତି ଡାକ୍ତର । ଆୟବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍ । ଗିରଫ ଡାକ୍ତର ହେଲେ ସୁକାନ୍ତ ଜେନା । ଡାକ୍ତର ଜେନାଙ୍କ ନାଁରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ ଶ୍ରୀ ଜେନା…
Read More...

କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ

ଭୁବନେଶ୍ୱର: ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାତି ପାହିଲେ ହେବ ଦ୍ୱିତୀୟ ନିର୍ବାଚନ। ଏଥିପାଇଁ ଗତକାଲି ସନ୍ଧ୍ୟାରେ ହୋଇଥିଲା ପ୍ରଚାର । ଆଉ ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ୩୦ ଟି ଜିଲ୍ଲାର ୬୮ ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନରେ ହେବ ମତଦାନ । ଏଥିପାଇଁ…
Read More...

ସଡ଼କ ଦୁର୍ଘଟଣା, ୧ ମୃତ

ବାଲିଗୁଡ଼ା : ବାଲିଗୁଡ଼ା ଅଞ୍ଚଳ କଳିଙ୍ଗା ପଞ୍ଚାୟତ ରାଇପଦା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନାନୁସାରେ ଆଜି ସକାଳେ ମାରୁତି ସ୍ୱିଫି୍ଟ ଡିଜାଇର କାର୍‌ରେ ପ୍ରଭାତ ପାଢ଼ାୀଙ୍କ ସହ ୨ଜଣ…
Read More...

() ଆମ ସାହି ଲାଇବ୍ରେରୀ ଉଦ୍‌ଘାଟିତ

କଟକ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରୀ। ଏହି ଉଦଘାଟନୀ ଉତ୍ସବରେ କମିଶନର ଯୋଗଦେଇ ଲାଇବ୍ରେରୀକୁ ଉଦଘାଟନ କରିଥିଲେ। ପିଲାମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ଅଭିନବ ପ୍ରୟାସ…
Read More...

କରୋନା ସଚେତନତା ରଥ

ସୋନପୁର: କରୋନା ସଚେତନତା ଓ ଟୀକାକରଣ ସକାଶେ ବାହାରି ଥିବା ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ପରିକ୍ରମା କରିଛି ।ସୋନପୁରର ଏକସନ ଏଡ, ରେଆର ଓ ଗ୍ରାମଥାନ, ଖଣ୍ଡହତାର ସିୟା ପରିବାର, ଉଲୁଣ୍ଡାର ଯୁବ ମହାସଂଘ, ହେଲପ୍ ଟୁ ଅଦର ଓ ମହାନଦୀ ଯୁବ ସଂଗଠନ ତରଫରୁ…
Read More...