Browsing Tag

Police

ଜମ୍ମୁ-କାଶ୍ମୀର ଲସ୍କର-ଏ-ତୈବା ସହିତ ଜଡିତ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି

ଶ୍ରୀନଗର-: ଆଜି ଜମ୍ମୁ-କାଶ୍ମୀରର ବଡଗାମରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଆତଙ୍କବାଦୀଙ୍କ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ, ଏହି ତିନିଜଣ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ସହିତ ଜଡିତ। ଗିରଫ ବ୍ୟକ୍ତିମାନେ ମୁଜାମ୍ମିଲ ଅହମ୍ମଦ,…
Read More...

ବିହାରର ମୁଜାଫରପୁରେ ଡବଲ ମର୍ଡର

ମୁଜାଫରପୁର-: ମଙ୍ଗଳବାର ରାତିରେ ବିହାରର ମୁଜାଫରପୁରେ ଏକ ଡବଲ ମର୍ଡର ଖବର ସାମ୍ନାକୁ ଆସିଛି। ମିଥାନପୁରା ପୋଲିସ ଷ୍ଟେସନ ଅଞ୍ଚଳରେ, ଜିଲ୍ଲା ସ୍କୁଲର ଫାଟକ ନିକଟରେ ଦୁଇ ଜଣ ବାଇକ୍ ଆରୋହୀ ଜମି ବ୍ୟବସାୟୀ ଜାଭେଦ ଏବଂ ଅନ୍ୟ ଜଣେ ଯୁବକ ରାଜୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଜାଭେଦଙ୍କ…
Read More...

ବିଜେପି ନେତ୍ରୀ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି

ନୂଆଦିଲ୍ଲୀ-: ବିଜେପି ନେତ୍ରୀ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି । ସେ ଏନେଇ ଖାର୍ ଥାନାରେ ଅଭିଯୋଗ କରିଛନ୍ତି । ଆସିଥିବା ଏକ ଧମକପୂର୍ଣ୍ଣ ଫୋନ୍ କଲ୍‌ରେ ତାଙ୍କୁ ହିନ୍ଦୁ ସିଂହୀ ବୋଲି ସମ୍ବୋନ କରାଯାଇଥିଲା ଏବଂ ହତ୍ୟା କରିବାକୁ…
Read More...

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଜଣଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି-: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଲିଙ୍ଗାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ । ଗ୍ରାମର ନାଗା ଭଣ୍ଡାରୀ ନାମକ ବ୍ୟକ୍ତିଙ୍କୁ ଖୋଜିଥିଲେ । ଶ୍ରୀ…
Read More...

ତିନି ଜଣ ଦୁର୍ବୁତ୍ତ ମିଶି ଜଣେ ନାବାଳିକାକୁ ଚଳନ୍ତା କାରରେ କଲେ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ-: ଉତ୍ତରପ୍ରଦେଶ ବୁଲନ୍ଦସହର ମେରଟ ନ୍ୟାସନାଲ ହାଇୱେରେ ଲଜ୍ଜ୍ୟାଜନକ ଘଟଣା । ତିନି ଜଣ ଦୁର୍ବୁତ୍ତ ଜଣେ ନାବାଳିକାକୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିବା ସହିତ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଦେଇଛନ୍ତି । ସୂଚନାନୁଯାୟୀ, ମେ ୬ ତାରିଖରେ ୨ ଜଣ ନାବାଳିକାଙ୍କୁ ଚାକିରିର ଲୋଭ…
Read More...

ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ରକ୍ତାକ୍ତ

ଗଞ୍ଜାମ-: ଗଞ୍ଜାମ ଜିଲା ବାସୁଦେବପୁର ପଞ୍ଚାୟତ ପଡିଆପୁରୁଷୋତ୍ତମପୁର ଗ୍ରାମର ପ୍ରିୟତ ମାଧରଙ୍କୁ ତାଙ୍କ ସ୍ବାମୀ ବଇଁଶୀଧର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ବାମୀଙ୍କ ମାଡ଼ରେ ପ୍ରିୟତମାଙ୍କ ନାକ ହାଡ଼ ଭାଙ୍ଗି ଯାଇଛି। ଏ ନେଇ ଏତଲା ହେବାପରେ ଥାନା ମାମଲା ନଂ.୧୬୯/୨୫ ଅନୁଯାୟୀ…
Read More...

ଭାରତ ସରକାରଙ୍କ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଥିବା ଦିଲ୍ଲୀ ଇଣ୍ଡିଆ ଗେଟ୍‌‌କୁ ଖାଲି କରାଯାଇଛି

ନୂଆଦିଲ୍ଲୀ-: ଭାରତ ସରକାରଙ୍କ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଥିବା ଦିଲ୍ଲୀ ଇଣ୍ଡିଆ ଗେଟ୍‌‌କୁ ଖାଲି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବା ସହିତ ଜମ୍ମୁ ସମେତ ଅନେକ ସୀମାନ୍ତ ଅଞ୍ଚଳ ଆକ୍ରମଣର ଶିକାର…
Read More...

ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩୮ ଜଣ ମାଓବାଦୀ

ମାଲକାନଗିରି-: ୩୮ ମାଓବାଦୀ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲା ଏସପିଙ୍କ ନିକଟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ପାର୍ଟି ମେମ୍ବର, ୧୬ ଜଣ ମିଲିସିଆ ମେମ୍ବର, ୭ ଜଣ VCMS ସଦସ୍ୟ,୬ଜଣ KAMS…
Read More...

ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକଡ୍ରିଲ

ଭୁବନେଶ୍ୱର-: ବାଜିଲା ଯୁଦ୍ଧ ସାଇରନ । ଓଡ଼ିଶାର ୧୨ଟି ଜିଲ୍ଲାରେ ଯୁଦ୍ଧ ସାଇରନ୍‌ ବାଜିବ ପରେ ଆରମ୍ଭ ହୋଇଛି ଯୁଦ୍ଧ ପ୍ରସ୍ତୁତି ପାଇଁ ମକଡ୍ରିଲ । ଏକାସାଙ୍ଗରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ଯୁଦ୍ଧ ସାଇରନ ବାଜିଛି । ଏହି ସିଭିଲ…
Read More...

ଜଣେ ମହିଳାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମାମଲା ରୁଜୁ

ମୁମ୍ବାଇ-: ବିବାଦରେ ଛନ୍ଦି ହୋଇ ଯାଉଛନ୍ତି ଅଭିନେତା ଅଜାଜ ଖାନ। ୱେବ୍ ସୋ’ 'ହାଉସ୍ ଆରେଷ୍ଟ'ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ‌ହୋଇଥିବା ବେଳେ ଏବେ ଆଉ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ…
Read More...