ଚାରି ବନ୍ଧୁକ ବେପାରି ଗିରଫ, ୫ ବନ୍ଧୁକ ଜବତ
(ଆଦର୍ଶ ରାଉତ) : କମିଶନରେଟ ପୋଲିସ କୁ ବଡ ସଫଳତା ୪ ଜଣ ବନ୍ଧୁକ ବେପାରି ଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଜବତ ହୋଇଛି ୫ ଟି ବନ୍ଧୁକ ଓ ୧୫ ଟି ଅଫୁଟା ଗୁଳି ।
ଦିନକୁ ଦିନ ଭୁବନେଶ୍ୱର ରେ ବଢି ଚାଲିଛି ବନ୍ଧୁକ ବେପାରୀ ଙ୍କ ବନ୍ଧୁକ ବେପାର । ବିହାର ରୁ ବନ୍ଧୁକ ଆଣି ଭୁବନେଶ୍ୱର ରେ…
Read More...
Read More...