Browsing Tag

Police

ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି

ମାଲକାନଗିରି:- ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଟ୍ରକ୍‌ ଚାଳକ ସହ ଆଉ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ପୀଡ଼ିତା ଜଣକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ । ବିଜାଘାଟି ନିକଟରୁ ନାବାଳିକାଙ୍କୁ ଆଦର୍ଶ ଥାନା…
Read More...

ଡି.ଆଇ.ଜିଙ୍କ ଉପରେ ଚାପ ପକାଉଛନ୍ତି ବିଧାୟକଙ୍କ ଭିଣୋଇ

ବ୍ୟୁରୋ-: ହୋମଗାର୍ଡ ନିଯୁକ୍ତି ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ବାଲେଶ୍ୱର ଏସପି । ହୋମଗାର୍ଡରେ ଚାକିରୀ କରେଇଦେବାକୁ କହି, ଏସ୍ପିଙ୍କ ନାଁରେ ଶତାଧିକ ପିଲାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣୁଥିଲେ ଏସପିଙ୍କ ପି.ଏସ.ଓ ଅସୀମ ରଞ୍ଜନ । ଲାଞ୍ଚ ଟଙ୍କା ଆଣିବାକୁ ଅସୀମଙ୍କ ନିକଟରେ କ୍ୟାସ୍ ଠାରୁ…
Read More...

ବିହାରର ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି

ବିହାର-: ବିହାରର ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି। ସୋମବାର ରାତିରେ ପୋଲିସ ଗୁଳିରେ ହତ୍ୟାକାରୀ ବିକାଶ ଓରଫ ରାଜା ନିହତ ହୋଇଛି। ବିକାଶ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି ଏବଂ ବିକ୍ରିରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।…
Read More...

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ବର୍ବର କାଣ୍ଡ

ମାଲକାନଗିରି-: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ଏକ ଅଭିଯାନ ଚାଲିଛି। ନକ୍ସଲବାଦୀଙ୍କ ବିରୁଦ୍ଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୁରକ୍ଷା ବାହିନୀ ଦ୍ୱାରା ଅନେକ ନକ୍ସଲ ନିହତ ହୋଇଛନ୍ତି। ଆଉ ତାହାରି ପ୍ରତିଶୋଧ ନେବାପାଇଁ ଜଣେ ପୂର୍ବତନ…
Read More...

ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଗଂଜେଇ ଚୋରାଚାଲାଣ ହେଉଥିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୬ କ୍ୱିଣ୍ଟାଲ ୧୫…

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଗଂଜେଇ ଚୋରାଚାଲାଣ ହେଉଥିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରୁ ୬ କ୍ୱିଣ୍ଟାଲ ୧୫ କେଜି ଗଂଜେଇ ଜବତ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏକ ପିକ୍‌ଅପ୍ ଭ୍ୟାନ୍‌ ନକଲି ନମ୍ବର (ଓଡି ୩୧ଜି -୨୮୪୩) ଗଞ୍ଜେଇ ନେଇ କଣ୍ଟାମାଳ ପଟୁ ତରଭା…
Read More...

ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟ ହାରିଲେ ଜୀବନ

ରାଇରଙ୍ଗପୁର-: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖେମକା କଲୋନୀର ଚାରି ମହଲା ଆପାର୍ଟମେଣ୍ଟର ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟଙ୍କ ଝୁଲନ୍ତା ମୃତଦେହକୁ ରାଇରଙ୍ଗପୁର ଟାଉନ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ନାମ ସୁଧାଂସୁ ଶେଖର ଦାସ ଓ ସେ ସମ୍ବଲପୁର ନିବାସୀ ବୋଲି ଜଣା ପଡିଛି…
Read More...

ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା

କନ୍ଧମାଳ-: ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ…
Read More...

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା ପାଇଁ ଲୋକାର୍ପିତ ହେଲା ୮ଟି ଚାରି ଚକିଆ ଯାନ

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୮ ଗୋଟି ନୂଆଁ ଚାରି ଚକିଆ ଗାଡି ପ୍ରଦାନ କରାଯାଇଛି।  ଏହାର ଶୁଭାରମ୍ଭ ତଥା ଲୋକାର୍ପିତ କରିଛନ୍ତି ଜିଲ୍ଲାର ନୂଆ ଏସପି ଶ୍ରୀ ନାରାୟଣ ନାୟକ । ଜିଲ୍ଲାର ସମସ୍ତ ଫାଣ୍ଡି ଓ ଥାନା ମାନଙ୍କୁ ଏ ଗାଡ଼ି ଗୁଡ଼ିକ…
Read More...

ପୂର୍ବ ଶତ୍ରୁତାକୁ ନେଇ ବାରିପଦା ଟାଉନ ଥାନା କାଳିକାପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ

ବାରିପଦା-: ଗୋଷ୍ଠୀ ସଂଘର୍ଷକୁ ନେଇ ଗୁଳିମାଡ଼ ଓ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗୁରୁତର । ଗୁରୁତରମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା। ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଧୀନ କାଳିକାପୁର ଅଞ୍ଚଳରେ ଏହି ହିଂସା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ପୂର୍ବ…
Read More...

ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ

ଯାଜପୁର-: ଦିଲ୍ଲୀ ଯୁବତୀଙ୍କୁ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଅସଦାଚରଣ ।  ଏନେଇ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ଅସାମାଜିକ ଯୁବକ ମାନଙ୍କୁ ଦଶରଥପୁର ପୋଲିସ ଧରିବାରେ ବିଫଳ ହୋଇଛି । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ…
Read More...