Browsing Tag

PM Modi

ସେବା ତୀର୍ଥକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମିଳିଛି ନୂଆ ଠିକଣା। ‘ସେବା ତୀର୍ଥ’ ନାମରେ ନୂଆ PMO କମ୍ପ୍ଲେକ୍ସକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ Narendra Modi। ଏହାସହ ‘କର୍ତ୍ତବ୍ୟ ଭବନ ୧’ ଓ ‘କର୍ତ୍ତବ୍ୟ ଭବନ ୨’…
Read More...

ଖୁସି ଖବର: ୨୦୩୧ ପର୍ଯ୍ୟନ୍ତ ବଢ଼ିଲା ଅଟଳ ପେନସନ୍ ଯୋଜନା, ଉପକୃତ ହେବେ ୮.୬୬ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ବୈଠକରେ ଅଟଳ ପେନସନ୍ ଯୋଜନା (APY)କୁ ଆର୍ଥିକ ବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରଖିବାକୁ ମଞ୍ଜୁରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ, ଯୋଜନାର ପ୍ରଚାର, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ…
Read More...

ଭବ୍ଯ ମୁହୁର୍ତ୍ତରେ ଅଦ୍ଵିତୀୟ ଦୃଶ୍ୟ, ମୋଦି କଲେ ଗୀତା ପାଠ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ କର୍ଣ୍ଣାଟକରେ ଗସ୍ତରେ ଯାଇଛନ୍ତି। ଉଡୁପିରେ ଚାଲିଥିବା ଜଗଦଗୁରୁ ଶ୍ରୀ ଶ୍ରୀ ସୁଗୁଣେନ୍ଦ୍ର ତୀର୍ଥ ସ୍ୱାମୀଜୀ ବିଶ୍ୱ ଗୀତା ପର୍ୟ୍ୟୟ ଲକ୍ଷ୍ୟ କଣ୍ଠ ଗୀତା ପାରାୟଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। ଆଉ…
Read More...

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

ଭୁବନେଶ୍ୱର:- ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ ଜିଏସଟି ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ ସରଳୀକରଣ କରି ଦୁଇ ସ୍ତରୀୟ ସ୍ଲାବ୍ (୫% ଓ ୧୮%) କରାଯାଇଛି। ଯାହା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ ।…
Read More...

ଆସ୍ଥା, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଦୁଇ ଦେଶର ସମ୍ପର୍କ ଆଗକୁ ବଢ଼ିବ

ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଚୀନର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ରବିବାର ଦ୍ଵିପାକ୍ଷିକ…
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ସ୍ଵତନ୍ତ୍ର ଉପହାର, ଝଟକୁଛି ଭାରତୀୟ କାରିଗରୀ ଏବଂ ଜାପାନୀ ରୋଷେଇ ପରମ୍ପରା

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଟୋକିଓ ଗସ୍ତରେ ଅଛନ୍ତି । ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇଶିବା ଏବଂ ତାଙ୍କ ପତ୍ନୀଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି ।…
Read More...

ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀ ଆଗ୍ରହୀ: ମୋଦି

ନୂଆଦିଲ୍ଲୀ: ୫ ଦିନିଆ ଚୀନ-ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଟୋକିଓ ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ…
Read More...

ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଜାପାନର ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା । ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ ପ୍ରଶଂସା କଲେ ପ୍ରବାସୀ । ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ୧୫ତମ…
Read More...

ଭେଟଘାଟ୍ ପୂର୍ବରୁ ପୁଟିନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ପୁଟିନ୍‌ଙ୍କ ସହ କଥା ହୋଇ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 'ମୋର ବନ୍ଧୁ ପୁଟିନଙ୍କ ସହ ବହୁତ ଭଲ ଏବଂ ବିସ୍ତୃତ ଆଲୋଚନା ହେଲା ।…
Read More...

ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ଟ୍ରମ୍ପ୍‌ଙ୍କ ନୂଆ ଟାରିଫ୍‌ ପରେ ବିବୃତି ଜାରି କଲା ବୈଦେଶିକ ମନ୍ତ୍ରାଳୟ । ରୁଷିଆଠାରୁ ତୈଳ ଆମଦାନୀ ସମ୍ପର୍ଣ୍ଣ ଭାବେ ବ୍ୟବସାୟିକ ବିଷୟ । ୧୪୦ କୋଟି ଭାରତୟୀଙ୍କ ସ୍ବାର୍ଥକୁ ଦେଖି ତୈଳ ଆମଦାନୀ କରାଯାଉଛି । ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ ।…
Read More...