Browsing Tag

Plot Price

୧ ଏପ୍ରିଲରୁ ବଢ଼ିବ ଜମିବାଡ଼ି ମୂଲ୍ୟ, ବିକ୍ରି ଦର ନିର୍ଦ୍ଧାରଣ କରିବେ ଜିଲ୍ଲାପାଳ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଜମିବାଡ଼ି ମୂଲ୍ୟ ବଦଳିବ। ସରକାରୀ ଭାବେ ଏହାର ନୂତନ ମୂଲ୍ୟ ନିର୍ଦ୍ଧାରଣ କରାଯିବ ଏବଂ ଏହି ଅନୁସାରେ ଜମି ବାଡ଼ି ବିକ୍ରି ପଞ୍ଜିକରଣ ହେବ। ଏଥିନେଇ ରାଜ୍ୟ ସରକାର ଏକ ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଉ କେଉଁ ଜମିର ମୂଲ୍ୟ କେତେ ହେବ…
Read More...