Browsing Tag

Planetariums will be opened in 6 districts

୬ଜିଲ୍ଲାରେ ଖୋଲିବ ପ୍ଲାନେଟାରିୟମ୍

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲ୍ଲା ଗୋଟିଏ ଲେଖାଏଁ ପ୍ଲାନେଟାରିୟମ୍ ସ୍ଥାପନ କରିବା ପାଇଁ ସରକାରଙ୍କ ଯୋଜନା ଅଛି । ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗିର, ସୁନ୍ଦରଗଡ଼, ରାୟଗଡ଼ା ପ୍ରମୁଖ। ଏହି ସବୁ ସ୍ଥାନରେ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚାଲୁଛି।…
Read More...