Browsing Tag

patnagad

ନୂଆଖାଇ ପାଇଁ ୩ ଦିନ ଛୁଟି ଘୋଷଣା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ:- ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ନୂଆଖାଇ ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା ।…
Read More...

ଜୁନ୍ ୧୭ ସୁଦ୍ଧା ଆସିବ ପାଟଣାଗଡ଼ ପାର୍ସଲ ବୋମା ମାମଲାର ଚୂଡ଼ାନ୍ତ ରାୟ

ବଲାଙ୍ଗୀର-: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ମାମଲା । ଜୁନ୍ ୧୭ ସୁଦ୍ଧା ଆସିବ ମାମଲାର ଚୂଡ଼ାନ୍ତ ରାୟ । ଏନେଇ ପୂର୍ବରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଆସନ୍ତା ୫ ତାରିଖରେ ପ୍ରତିପକ୍ଷଙ୍କ ସାକ୍ଷ୍ୟଗ୍ରହଣ ନେଇ ଶୁଣାଣି ହେବ । ମୁଖ୍ୟ ଅଭିଯୁକ୍ତ…
Read More...

ଗନ୍ଧମାର୍ଦ୍ଦନ ଅଚଂଳରେ ହାତୀ ଆତଙ୍କ

ପାଟଣାଗଡ/ ଜଗନ୍ନାଥ ଧରୁଆ:ଗତ କିଛି ଦିନ ହେବ ଗନ୍ଧମାର୍ଦ୍ଦନ ତଳି ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଜାରି ରହିଛି । ଏଠାରେ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେବେ ପୁଣିଥରେ ଗତ ରାତିରେ ଦୁଇଟି ବଣୁଆ ହାତୀ ଲାଠୋର ସହରରେ ବୁଲୁଥିବା ଦେଖି…
Read More...

ପୁଞ୍ଜିଲାଲ ବିରୋଧ ରେ ୩୦୦ ପୃଷ୍ଠାର ଚାର୍ଜସିଟ୍

( ଭୁବନେଶ୍ୱର) : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ତଥା ଏକମାତ୍ର ଅଭିଯୁକ୍ତ କୁହାଯାଉଥିବା ଭଇଁଷା ଜ୍ୟୋତି ବିକାଶ କଲେଜର ଇଂରାଜ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଆଜି କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । କଲେଜର ଅଧ୍ୟକ୍ଷ ପଦ…
Read More...