Browsing Tag

Parliament

ପୁଣି ମହିଳା ସଂରକ୍ଷଣ ବିଲ ଦାବି କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କହିଛନ୍ତି, ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ…
Read More...

ସଂସଦରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ । ଆଜି ଦ୍ୱିତୀୟ ଦିନରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ । ସଂସଦରେ ଉତ୍ତର ରଖିଲେ ରୋଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସିଗନାଲ ତ୍ରୁଟି ପାଇଁ ହୋଇଥିଲା ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୯୫ ମୃତକଙ୍କ ମଧ୍ୟରୁ ୪୧ଟି ଶବ ଚିହ୍ନଟ…
Read More...

ମଣିପୁର ହିଂସାକୁ ନେଇ ସଂସଦରେ ମୁହାଁମୁହିଁ ହେଲେ ସରକାର ଓ ବିରୋଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାରି ଭିତରେ ସଂସଦର ଉଭୟ ଗୃହରେ ପ୍ରବଳ ହୋ ହଲ୍ଲା ପରିସ୍ଥିତି…
Read More...

ବିଧାନ ପରିଷଦ ପ୍ରସ୍ତାବ ପାରିତକରନ୍ତୁ କେନ୍ଦ୍ର ସରକାର

ଭୁବନେଶ୍ୱର: ପାର୍ଲାମେଣ୍ଟରେ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ କେନ୍ଦ୍ର ପାସ୍ କରିବା ଜୋର ଧରିଲା ଦାବି । ବିଜେଡି ବିଧାୟକ ତଥା ବିଧାନ ପରିଷଦ କମିଟି ଅଧ୍ୟକ୍ଷ ନୃସିଂହ ସାହୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ୨୦୧୮ରେ ବିଧାନସଭାରେ ସର୍ବସମ୍ମତି କ୍ରମେ ବିଧାନ ପରିଷଦ ପ୍ରସ୍ତାବ ପାରିତ…
Read More...

ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ | ଜାନୁଆରୀ ୩୧ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ। ଏହି ଅଧିବେଶନ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ | ସଂସଦର ଉଭୟ ଗୃହକୁ ସମ୍ବୋଧନ…
Read More...

ଆଜି ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେସନର ପୁର୍ବରୁୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । ସୁରୁଖୁରରେ ବୈଠକରେ ସଂସଦ କାର୍ଯ୍ୟ ଚଲାଇବାକୁ ସବୁ ଦଳ ସହ ସରକାର ଯୋଗ ଲୋଡିବେ । ଏବଂ ଶୀତ ଅଧିବେଶନରେ ଆଗକୁ ହେବାକୁ ଥିବା ବିଧେୟକ…
Read More...

ସାଇକେଲରେ ପାର୍ଲାମେଣ୍ଟ ପହଞ୍ଚିଲେ ବିରୋଧୀ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ନେତା ମାନେ କୃଷି ଆଇନ, ପେଗାସସ୍ ବିବାଦ , ମହଙ୍ଗା ଦର କୁ ନେଇ ଆଜି ପାର୍ଲାମେଣ୍ଟ ଆଗରେ ସାଇକେଲ ମାଧ୍ୟମରେ ଆନ୍ଦୋଳନ କରିଛନ୍ତି । ସଂସଦରେ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କ ପକ୍ଷରୁ ଗତିରୋଧ ଜାରି…
Read More...

କାନୁନ ବନଉଛ ନା ପାପଡି ଚାଟ : ଡେରେକ ଓ ବ୍ରାୟନ

ନୂଆଦିଲ୍ଲୀ : ସଂସଦରେ ମୋଦୀ ସରକାରଙ୍କ ଦ୍ୱାରା ବିଲ ଗୁଡିକୁ ହାରାହାରା ୭ ମିନିଟ ମଧ୍ୟରେ ପାସ କରିଦିଆଯାଉଥିବାରୁ ଏଥିରେ ତୃଣମୁଳ କଂଗ୍ରେସ ସାଂସଦ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ ସରକାର କାନୁମ ବନଉଛ ନା ପାପଡି ଚାଟ । ୧୦ ଦିନ ଭିତରେ ୧୨ ଟି ବିଲକୁ ୭ ମିମିଟ ବ୍ୟବଧାନରେ ପାରିତ…
Read More...

ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ଜବତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ବିଗତ କିଛି ମାସ ଧରି କୃଷି ନେତା ଓ ବିରୋଧି ଦଳ ମାନଙ୍କ ତରଫରୁ ଏହାକୁ ତୀବ୍ର ଭାବେ ବିରୋଧ ହୋଇଆସୁଛି । ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ…
Read More...

ଟ୍ରାକ୍ଟର ଚଳାଇ ସଂସଦ ପହଞ୍ଚଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ): କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କୃଷି ଆଇନକୁ ବିଗତ କିଛି ମାସ ଧରି କୃଷିକ ନେତା ଓ ବିରୋଧି ଦଳ ମାନଙ୍କ ତରଫରୁ ଏହାକୁ ତୀବ୍ର ଭାବେ ବିରୋଧ ହୋଇଆସୁଛି । ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ…
Read More...