Browsing Tag

Parliament

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ୧୯୩ ବିରୋଧୀ ସାଂସଦଙ୍କ ନୋଟିସ୍

New Delhi: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ୍ କୁମାରଙ୍କୁ ପଦରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ବଡ଼ ପଦକ୍ଷେପ ନେଇଛନ୍ତି। ବିରୋଧୀ ମେଣ୍ଟ INDIA Alliance ର ୧୯୩ ଜଣ ସାଂସଦ ତାଙ୍କୁ ହଟାଇବା ପାଇଁ ଏକ ନୋଟିସ୍‌ରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ୍ ଶୁକ୍ରବାର ସଂସଦର ଉଭୟ ଗୃହରେ…
Read More...

ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍, ଉପକୃତ ହେବେ କୋଟି କୋଟି ଚାଷୀ

ନୂଆଦିଲ୍ଲୀ: ସଂସଦରେ ଆଗତ ହେଲା ମନରେଗା ନାଁ ପରିବର୍ତ୍ତନ ବିଲ୍ । VB-G-RAM G ବିଲ୍ ଆଗତ କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ । ଗୃହରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା, ହୋହଲ୍ଲା ମଧ୍ୟରେ ବିଲ୍ ଆଗତ । ସେପଟେ କଡ଼ା ନିଶାନା କଲେ ସାଂସଦ ପ୍ରିୟଙ୍କା ଗାନ୍ଧି । କହିଲେ ଏଥିରେ ବୈପ୍ଳବିକ…
Read More...

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

ଆଜିଠୁ ସଂସଦର ଶୀତ ଅଧିବେଶନ। ଚଳିତ ଅଧିବେଶନରେ ୧୫ଟି ବୈଠକ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି । SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ ।  ଶୀତକାଳୀନ ଅଧିବେଶନରେ…
Read More...

ସରିଲା ବୈଠକ, ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ

ସରିଲା ସର୍ବଦଳୀୟ ବୈଠକ । ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଆଜି ସରିଛି ସର୍ବଦଳୀୟ ବୈଠକ । ଆଜି ପୂର୍ବାହ୍ନ ୧୧ଟାରେ ବସିଥିଲା ସର୍ବଦଳୀୟ ବୈଠକ । ଏହାପରେ ଆସନ୍ତକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ ।…
Read More...

ଡିସେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଚାଲିବ । ଏହା ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ,…
Read More...

‘ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌

ନୂଆଦିଲ୍ଲୀ: ଅପରେସନ୍‌ ସିନ୍ଦୂର’ ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌ । ଆସନ୍ତା ସପ୍ତାହରେ ଡିବେଟ୍‌ ହେବା ନେଇ ସୂଚନା ଦେଇଛି ବିଜନେସ୍‌ ଆଡଭାଇଜରୀ କମିଟି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଥିବାରୁ ଆସନ୍ତା ସପ୍ତାହ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର…
Read More...

ଗାର୍ଡେନ୍ ଫ୍ରେସ୍ ସାଲାଡ ସହିତ ଗ୍ରୀଲ୍ଡ ଚିକେନ, ବଦଳିଲା ସଂସଦ କ୍ୟାଣ୍ଟିନର ମେନୁ ଚାର୍ଟ

ନୂଆଦିଲ୍ଲୀ: ବଦଳିଲା ସଂସଦ କ୍ୟାଣ୍ଟିନର ମେନୁ ଚାର୍ଟ। ଏଣିକି ସଂସଦରେ ପରସା ଯିବ ସ୍ୱାସ୍ଥ୍ୟକର ଏବଂ ସୁସ୍ଵାଦୁ ଭୋଜନ । ସାରା ଦେଶର କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡ଼ିକରେ ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
Read More...

ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ଜଣଙ୍କୁ ନିଲମ୍ବିତ

ନୂଆ ଦିଲ୍ଲୀ: ଗତକାଲି ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ଜଣଙ୍କୁ ନିଲମ୍ବିତ କରାଯାଇଛି । ସେହି କର୍ମଚାରୀଙ୍କୁ ସେକ୍ରେଟାରିଏଟ ନିଲମ୍ବିତ କରିଛନ୍ତି । ସୁରକ୍ଷାରେ ତ୍ରୁଟି ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ହୋଇଛି ।…
Read More...

ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ

ନୂଆ ଦିଲ୍ଲୀ: ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଅଧିବେଶନରେ…
Read More...

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ୧୭ରେ ସର୍ବଦଳୀୟ ବୈଠକ । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆସନ୍ତା ୧୭ ତାରିଖ ଅପରାହ୍ନ ୪.୩୦ରେ ବସିବ ସର୍ବଦଳୀୟ ବୈଠକ । ତେବେ ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨…
Read More...