Browsing Tag

Paradeep

ନିଶାମୁକ୍ତ ପାରାଦ୍ୱୀପ ପାଇଁ ଅଭିନବ ପ୍ରୟାସ

ପାରାଦ୍ୱୀପ /ପ୍ରଶାନ୍ତ କୁମାର ସ୍ଵାଇଁ : ବନ୍ଦର ନଗରୀ ପାରାଦ୍ୱୀପକୁ ନିଶାମୁକ୍ତ କରିବାକୁ ସଂକଳ୍ପ ନେଲେ ଶହ ଶହ ସଂଖ୍ୟାରେ ଯୁବଗୋଷ୍ଠୀ । ଅଭିନଵ ଉପାୟରେ ପାରାଦ୍ୱୀପ ପରିକ୍ରମା କରି ଜନସାଧାରଣଙ୍କୁ କଲେ ସଚେତନ । ପାରାଦ୍ୱୀପ ବଡ଼ପଡ଼ିଆ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ପାଖରୁ ଅନେକ ଯୁବକ…
Read More...

ପାରାକୁ ଭୁବନେଶ୍ୱର ଫରେନ୍ସି ଲ୍ୟାବକୁ ନିଆଯାଇଛି କରାଯିବ ଯାଞ୍ଚ

ଭୁବନେଶ୍ୱର: ପାରାକୁ ନିଆଗଲା ଫରେନ୍ସି ଲ୍ୟାବ । କ୍ୟାମେରା, ଚିପ୍ ଏବଂ ପାରା ଦେହରେ ଲେଖା ଯାଇଥିବା ଚିଠି କରାଯିବ ଅନୁଧ୍ୟାନ । ପାଦ୍ୱୀପରୁ ଧରାଯାଇଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯାଇ ପରେ ଭୁବନେଶ୍ୱର ଫରେନ୍ସି ଲ୍ୟାବକୁ ନିଆଯାଇଛି । ଯାଞ୍ଚ ପାଇଁ କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର…
Read More...

ସମୁଦ୍ରରେ ବୁଲୁଛି ଗୁପ୍ତଚର ପାରା, ପାରା ଗୋଡ ଲାଗିଛି କ୍ୟାମେରା

ପାରାଦୀପ: ସମୁଦ୍ରରେ ବୁଲୁଛି ଗୁପ୍ତଚର ପାରା । ଯାହାକୁ ଉଦ୍ଧାର କରିଛନ୍ତି ମତ୍ସଜୀବୀ । ପାରାକୁ ସନ୍ଦେହ ବଢିବାରେ ଲାଗିଛି । ପାରା ଦେହରେ ଲାଗିଚି କ୍ୟାମେରା ଚିପ୍ । ଆଉ ଡେଣାରେ ରହିଛି ବିଦେଶି ଭାଷାର ଲେଖା । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । କୋଣାର୍କ ନିକଟ ଗଭୀର ସମୁଦ୍ରରେ ମାଛ…
Read More...

ପାରାଦୀପରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ: ସଂଘ

ପାରାଦୀପ: ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ ଘଟଣା | ପାରାଦୀପ ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀଙ୍କ ସହ ବୋଟ ସୁରକ୍ଷିତ ଥିବା ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ସଭାପତିଙ୍କ ସୂଚନା ଦେଇଛନ୍ତି | ଟ୍ରଲର ଚାଳକଙ୍କ ଯୋଗାଯୋଗ ପରେ ଏହି ସୂଚନା ଦିଆଯାଇଛି | ୨ ଟ୍ରଲରରେ…
Read More...

ପଣ୍ୟ ବେପାରରେ ରେକର୍ଡ ହାସଲ କରିଛି ପାରାଦୀପ ବନ୍ଦର

ଭୁବନେଶ୍ୱର: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର । ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି । ଏହି ସଫଳତାକୁ ଲଗାଇ ଲଗାତର ଷଷ୍ଠ ଥର ପାଇଁ ପାରାଦୀପ ବନ୍ଦର ସଫଳତା ହାସଲ କରିଛି । ୧୦୦ ନିୟୁତ ମେଟ୍ରିକ ଟନ୍ କାରବାର କରିଛି । ଉଭୟ ଆମଦାନୀ ଓ ରପ୍ତାନୀରେ ରେକର୍ଡ ହାସଲ…
Read More...

ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ

ପାରାଦୀପ : ଓଡ଼ିଶାରେ ଆସି ପୁଣି ଜଣେ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏହି ଅଘଟଣ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା…
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ପାରାଦୀପ :ପିପିଏଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇୱା ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ବ୍ୟକ୍ତି ଜଣକ କୁଜଙ୍ଗ ବାଲିତୁଠ ଅଞ୍ଚଳର ବାବାଜୀ ଅଚାର୍ୟ୍ୟ ବୋଲି ଜଣା ପଡିଛି। ବାବାଜୀ ଆଜି ନିଜ କାର୍ୟ୍ୟସ୍ଥଳରୁ ନିଜ ଘରକୁ ଯିବା ସମୟରେ ଦୃତ ଗତିରେ ଯାଉଥିବା ହାଇୱା ଗାଡି ବାଇକ ଆରୋହି…
Read More...

ପାରାଦୀପ ବନ୍ଦର ଟ୍ରଷ୍ଟି ଓ ଶ୍ରମିକ ନେତାଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ପାରାଦୀପ: ଅର୍ଗାନାଇଜେସନ ଅଫ୍ ୟୁନାଇଟେଡ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ଓୟୁଡବ୍ଲୁଜେ ସମ୍ମିଳିତ କର୍ମଯିବୀ ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ଭାରତୀୟ ବନ୍ଦର ମଜଦୁର ସଂଘର ସଭାପତି ରାକେଶ ପଟ୍ଟନାୟକ ଓ ସମ୍ପାଦକ ତଥା ଚଳିତ ବନ୍ଦର କର୍ମଚାରୀଙ୍କ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା…
Read More...

ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ

ପାରାଦୀପ : ବନ୍ଦର ନଗରୀ ପାରାଦୀପ ରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ଜୟଦେବସଦନ ପଡିଆରେ ଏହି ବିଶାଳ ସମାବେଶରେ ବିଶିଷ୍ଟ ସର୍ବଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ଘନଶ୍ୟାମ ଜେନା ଯୋଗ ଦେଇ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସମସ୍ୟା କମ୍ପାନୀ ମାନେ ନଶୁଣିଲେ ଲଢେଇ…
Read More...

ଚିତାକର୍ଷକ ସାଜିଛି 2022 କଳିଙ୍ଗ ବାଲିଯାତ୍ରା

ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ବିଜୁ ମୈଦାନ ରେ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଚଳିତ ବର୍ଷ ବେଶ୍ ଚିତାକର୍ଷକ ସାଜିଛି । ବିଲମ୍ବିତ ରାତ୍ରି ପର‌୍ୟ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ମଜା ନେଉଛନ୍ତି ଆଗନ୍ତୁକ । ପ୍ରବଳ ଗହଳି ଚହଳି ଏଥର ବାଲିଯାତ୍ରା ରେ ଦେଖିବାକୁ ମିଳିଥିଲା…
Read More...