Browsing Tag

papdahandi

ମଇଦଲପୁର ମୁଖ୍ୟ ରାସ୍ତା ଏନ୍ଏଚ ୨୬ରେ ଟ୍ରକ୍ ଧକ୍କାରେ ଜଣେ ଗୁରୁତର

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା:- ଟ୍ରକ୍ ଧକ୍କାରେ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ମଇଦଲପୁର ମୁଖ୍ୟ ରାସ୍ତା ଏନ୍ଏଚ ୨୬ରେ । ସକାଳ ପ୍ରାୟ ୧୦ଟା ସମୟରେ ଏଭଳି ଅଘଟଣ ଘଟିଥିବାବେଳେ ଏହି ଦୁର୍ଘଟଣାରେ ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଂଚାୟତ ନୂଆଗୁଡା ଗାଁର ପତି ଜାନୀ ଗୁରୁତର…
Read More...

ବିଜୁଳି ମାଡ଼ରେ ୩ ଗୁରୁତର

ପାପଡାହାଣ୍ଡି(ଅନିଲ ପ୍ରଭାତ ଭତ୍ରା)ପାପଡାହାଣ୍ଡି ବ୍ଲକ ବିଭିନ୍ନ ସ୍ଥାନରେ ବିଜୁଳି ମାଡ଼ ରେ ତିନି ଜଣ ଗୁରୁତର ହୋଇଛନ୍ତି |ରବି ଚନ୍ଦ୍ର ଯାନୀ ନିକଟସ୍ତ ଜମିରେ ଗାଧୋଇବାକୁ ଯାଇଥିବା ସମୟରେ ବିଜୁଳି ଆଘାତ ହେବାରୁ ଗୁରୁତର ଆହତ ହୋଇଥିଲେ | ପରିବାର ଲୋକ ମୁର୍ମୁଷ ଅବସ୍ଥାରେ ୧୦୮ଆମ୍ବୁଲାନ୍ସ…
Read More...