Browsing Tag

panikoili

ପାଣିକୋଇଲି ଠାରେ ଆଜି ଉତ୍କଳ ଦିବସ ତଥା ପୋଲିସ ଦିବସ ପାଳନ ହୋଇଛି ।

ଆଜି ପବିତ୍ର ଉତ୍କଳ ଦିବସ ତଥା ପୋଲିସ ଦିବସ l ଏହି ଅବସରରେ ଯାଜପୁର ଜିଲ୍ଲା ପାଣିକୋଇଲି ମୁଖ୍ୟାଳୟ ପରିସରରେ ୯୧ତମ ଜିଲା ସ୍ତରୀୟ ପୋଲିସ ଦିବସ ପାଳିତ ହୋଇଛି l ଏଥିରେ ଯାଜପୁର ଏସ.ପି. ୟଶ୍ ପ୍ରତାପ ଶ୍ରୀମାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ…
Read More...

ଡଙ୍କାରୀ ଲୁଟେରାଙ୍କ ଷଡ଼ଯନ୍ତ୍ରରେ ବୋମା ମାଡ଼,୩ଗିରଫ

(ପାଣିକୋଇଲି ) : କଳାପଥର ଲୁଟୁଥିବା ଡଙ୍କାରୀ ଲୁଟେରାଙ୍କ ଷଡ଼ଯନ୍ତ୍ରରେ ଧର୍ମଶାଳାରେ ବୋମା ମାଡ଼ ଘଟିଥିବା ସ୍ପଷ୍ଟ ହୋଇଛି। ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଜୀବନରୁ ମାରିଦେବା ଯୋଜନାରେ ସାମିଲ ଥିବା ୩ଜଣଙ୍କୁ ଧର୍ମଶାଳା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ…
Read More...