Browsing Tag

Pakistan

ଭାରତକୁ ଭୟଭୀତ କରିବା ପାଇଁ ପୁଣି ଥରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି ପାକିସ୍ତାନ

ପାକିସ୍ତାନ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । ସହି ଭୟରେ ପାକିସ୍ତାନ ପ୍ରତି ମୂହୁର୍ତ୍ତରେ ରହୁଛି । ଏପରିକି ଯଥା ସମ୍ଭବ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛି । ସେଥିପାଇଁ କେତେବେଳେ ଚୀନ୍ ରାଷ୍ଟ୍ରଦୂତଙ୍କ ସମର୍ଥନ…
Read More...

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

ନୂଆଦିଲ୍ଲୀ-: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ସୀମା ସୁରକ୍ଷା ବାହିନୀ(ବିଏସଏଫ)କୁ ଏକ ବଡ଼ ସଫଳତା ମିଳିଛି। ବିଏସଏଫ ଜଣେ ପାକ୍ ରେଞ୍ଜରକୁ ଗିରଫ କରିଛି । ସୂଚନା ଅନୁସାରେ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ…
Read More...

ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି

ନୂଆଦିଲ୍ଲୀ-: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ସିଆରପିଏଫ୍‌ ଯବାନଙ୍କ ଚାକିରୀ ଯାଇଛି । ଏନେଇ ସିଆରପିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ସିଆରପିଏଫ୍‌ର ୪୧ ବାଟାଲିଅନର ସିଟି/ଜିଡି ମୁନିର ଅହମ୍ମଦ ଜଣେ ପାକିସ୍ତାନୀଙ୍କୁ ବିବାହ କରିଥିବା ଖବର ଲୁଚାଇଥିବାରୁ ତାଙ୍କୁ ତତ୍କାଳ ସେବା…
Read More...

ମେ ୨୩ ଯାଏଁ ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ

ନୂଆଦିଲ୍ଲୀ-: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଏହାରି ଭିତରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି ଭାରତ । ଏବେ ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍…
Read More...

ଆତଙ୍କୀ ହମଲାକୁ ନେଇ ଭାରତ କିଛି ଦିନରେ ପାକିସ୍ତାନ ବିପକ୍ଷରେ ନେଇଛି ନଅ ବଡ ପଦକ୍ଷେପ

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପୁଣି ପାକିସ୍ତାନର ଅସଲ ଚେହେରା ଉପରୁ ପରଦା ହଟାଇଛି । ଆତଙ୍କବାଦୀଙ୍କ ଚରାଭୂମି ପାଲଟିଥିବା ପାକିସ୍ତାନ ବର୍ଷ ବର୍ଷ ଧରି କାଶ୍ମୀର ନାଁରେ ମାନବବାଦକୁ ରକ୍ତରଞ୍ଜିତ କରିଛି । ବିଭାଜନ ପରଠୁ ହିଁ କେତେବେଳେ ଯୁଦ୍ଧ ତ କେତେବେଳେ ଆତଙ୍କବାଦୀ ଆକ୍ରମଣକୁ…
Read More...

ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ପ୍ରତିଦିନ ପାକିସ୍ତାନ ପକ୍ଷରୁ କିଛି ନା କିଛି ବିବାଦୀୟ ବୟାନ୍ ସାମ୍ନାକୁ ଆସୁଛି । ଏମିତିକି ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ସୀମାରେ ଗୁଳି ବର୍ଷା କରୁଛି ପାକିସ୍ତାନ । ଯେକୌଣସି…
Read More...

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ-: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆମେରିକାରୁ ଭାରତକୁ ଆସିଲା ଫୋନ୍ । ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ । ପହଲଗାମ୍‌ ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ…
Read More...

ଭାରତୀୟ ସେନାର ଦୃଢ଼ ଜବାବରେ ପୋଷ୍ଟ ଛାଡ଼ି ପଳାୟନ କଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ-: ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା (LoC)ରେ ଉତ୍ତେଜନା ତୀବ୍ର ଭାବରେ ବୃଦ୍ଧି ପାଇଛି । ଭାରତୀୟ ସେନା ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବା ସହ ଆକ୍ରମଣ କରିଛି । ସରକାରୀ ସୂତ୍ର ଅନୁସାରେ, ପାକିସ୍ତାନୀ ସୈନ୍ୟମାନେ ସେମାନଙ୍କର ଅନେକ ଆଗୁଆ…
Read More...

ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ-: ଖୁବଶୀଘ୍ର ଭାରତୀୟ ସେନା ନେବ ପହଲଗାମ ଆକ୍ରମଣର ପ୍ରତିଶୋଧ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ପରେ ସେନାକୁ ମିଳିଛି ଗ୍ରୀନ୍ ସିଗନାଲ୍ । ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାର ହାତ ଖୋଲି ଦେଇଛନ୍ତି ସରକାର । ଯେକୌଣସି…
Read More...

ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ରାଡାର ସିଷ୍ଟମ ଘୁଞ୍ଚାଇଲା ପାକିସ୍ତାନ

ଶ୍ରୀନଗର-: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ଭାରତର ସମ୍ଭାବ୍ୟ ଏୟାର ଷ୍ଟ୍ରାଇକର ଭୟରେ ଜମ୍ମୁ ଓ କାଶ୍ମୀର ସୀମା ନିକଟରେ ନିଜର…
Read More...