Browsing Tag

OTET Question Viral

OTET ପ୍ରଶ୍ନପତ୍ର ଲିକ୍ ମାମଲା: ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ । ଜିତନ ମହାରଣା ଓ ପ୍ରଶାନ୍ତ ଖମାରିଙ୍କ ଜାମିନ୍ ଆବେଦନ ଖାରଜ । ଉଭୟଙ୍କ ଜାମିନ୍ ଆବେଦନ ଖାରଜ କଲେ କଟକ ADJ-୩ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି…
Read More...

OTET କେଳେଙ୍କାରୀ, ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

କଟକ: OTET ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି ଆଜି । କଟକ ଏଡିଜେ କୋର୍ଟରେ ଆଜି ମାମଲାର ଶୁଣାଣି ହେବ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି । ତେବେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାନ୍‌ଭିନ୍‌ ଜାରି ରଖିଛି କ୍ରାଇମବ୍ରାଞ୍ଚ । OTET କେଳେଙ୍କାରୀ ମାମଲାରେ ବୋର୍ଡର…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା; ସତ ମାନିଲେ ଜିତନ ମହାରଣା, ବିଜୟ ମିଶ୍ର

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍‌ ମାମଲା । ସତ ମାନିଲେ ଜିତନ ମହାରଣା ଓ ବିଜୟ ମିଶ୍ର । ରିମାଣ୍ଡରେ ଆସିଥିବା ଜିତନ ମହାରଣା ଓ ବିଜୟ ମିଶ୍ର ସତ ମାନିଲେ । ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍‌ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ । ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ଦିଆଯାଇଥିଲା…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ୨ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ

କଟକ: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଜାରି ରହିଛି କ୍ରାଇମ୍‌ବ୍ରାଞ୍ଚର ତନାଘନା । ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଆସିବେ ଜିତନ ମହାରଣା ଓ ବିଜୟ ମିଶ୍ର । ଅଧିକ ତଥ୍ୟ ହାସଲ ପାଇଁ ଉଭୟଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ତେବେ…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା; ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ

କଟକ: OTET ପ୍ରଶ୍ନପତ୍ର ଲିକ୍‌ ମାମଲା । ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୧୧ ଓ ୧୨ ତାରିଖରେ ଉଭୟଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତେବେ…
Read More...

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ । କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗର ଆକ୍ସନ୍ । କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା ।…
Read More...

ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ରହିଛି ସମ୍ପର୍କ

କଟକ: ବୋର୍ଡ ଉପସଭାପତିଙ୍କ ଗିରଫଦାରି ନେଇ କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା । ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ରହିଛି ସମ୍ପର୍କ । ଅଫିସ ସମୟ ବାଦ୍‌ ଉଭୟେ ଉଭୟଙ୍କ ସହ ୧୦୦ ଥର କଥା ହେବାର ପ୍ରମାଣ ମିଳିଛି । ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ଜୋରଦାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଚର ତନାଘନା । ଆଜି ଆଉ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । କଳାହାଣ୍ଡିରୁ ଜଣେ ଓ କୋରାପୁଟରୁ ୨ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଉକ୍ତ ଘଟଣାରେ ୪ ଶିକ୍ଷକଙ୍କ…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା, ୬ ଜଣ ଗିରଫ

କଟକ: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ୬ ଜଣ ଗିରଫ । ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଡାଟା ଏଣ୍ଟ୍ରି ଅପରେଟର ଜରିଆରେ ଲିକ୍‌ ହୋଇଛି ପ୍ରଶ୍ନପତ୍ର । ବୋର୍ଡ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏଥିରେ ସମ୍ପୃକ୍ତ ଅଛନ୍ତି । ତାଙ୍କ…
Read More...