OTET କେଳେଙ୍କାରୀ, ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି
କଟକ: OTET ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି ଆଜି । କଟକ ଏଡିଜେ କୋର୍ଟରେ ଆଜି ମାମଲାର ଶୁଣାଣି ହେବ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି । ତେବେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାନ୍ଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ । OTET କେଳେଙ୍କାରୀ ମାମଲାରେ ବୋର୍ଡର…
Read More...
Read More...