Browsing Tag

OTET-2025

ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ, ମୋଟ୍ ପାସ୍ ହାର ୬୬.୫୦

Special OTET: ପ୍ରକାଶ ପାଇଲା ସ୍ପେଶାଲ୍‌ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ । ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ରହିଛି ୪୭.୧୭% । ସେହିପରି ପେପର-୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌…
Read More...

ଆଜି ସ୍ୱତନ୍ତ୍ର ଓଟିଇଟି, କଡା ସୁରକ୍ଷା ବଳୟରେ ଚାଲିଛୀ ପରୀକ୍ଷା

ଭୁବନେଶ୍ଵର: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା । ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ…
Read More...

ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍‌ OTET

ଭୁବନେଶ୍ଵର: ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍‌ OTET । ଦୁଇଟି ସିଟିଂରେ ହେବ ସ୍ପେଶାଲ୍‌ OTET । ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଏବଂ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୭ରୁ ୱେବ୍‌ସାଇଟରେ…
Read More...

OTET ପ୍ରଶ୍ନପତ୍ର ଲିକ୍ ମାମଲା: ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ । ଜିତନ ମହାରଣା ଓ ପ୍ରଶାନ୍ତ ଖମାରିଙ୍କ ଜାମିନ୍ ଆବେଦନ ଖାରଜ । ଉଭୟଙ୍କ ଜାମିନ୍ ଆବେଦନ ଖାରଜ କଲେ କଟକ ADJ-୩ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି…
Read More...

OTET କେଳେଙ୍କାରୀ, ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

କଟକ: OTET ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି ଆଜି । କଟକ ଏଡିଜେ କୋର୍ଟରେ ଆଜି ମାମଲାର ଶୁଣାଣି ହେବ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି । ତେବେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାନ୍‌ଭିନ୍‌ ଜାରି ରଖିଛି କ୍ରାଇମବ୍ରାଞ୍ଚ । OTET କେଳେଙ୍କାରୀ ମାମଲାରେ ବୋର୍ଡର…
Read More...

ପୁଣି ସ୍ଥଗିତ ହେଲା ସ୍ପେଶାଲ୍ OTET, ଅଗଷ୍ଟ ୩୧ରେ ହୋଇଥାନ୍ତା ପରୀକ୍ଷା

କଟକ: ପୁଣି ସ୍ଥଗିତ ହେଲା ସ୍ପେଶାଲ୍ OTET । ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ । OTET ସ୍ଥଗିତ ନେଇ ସୂଚନା ଜାରି କଲା BSE । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି । ଖୁବ୍‌ ଶୀଘ୍ର OTET ହେବ ବୋଲି ଜଣାଇଛି ବୋର୍ଡ । କହିରଖୁଛୁ ଯେ, ପ୍ରଶ୍ନପତ୍ର…
Read More...

ପ୍ରକାଶ ପାଇଲା ବିଜ୍ଞପ୍ତି, ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET

ଭୁବନେଶ୍ଵର: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET । ସ୍ପେଶାଲ୍ OTET ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET । ସକାଳ ୯ଟାରୁ ୧୧.୩୦ ଯାଏଁ ପେପର୍‌-୧ ପରୀକ୍ଷା  ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍‌-୨ ପରୀକ୍ଷା ହେବ । ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ…
Read More...

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ଜୋରଦାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଚର ତନାଘନା । ଆଜି ଆଉ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । କଳାହାଣ୍ଡିରୁ ଜଣେ ଓ କୋରାପୁଟରୁ ୨ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଉକ୍ତ ଘଟଣାରେ ୪ ଶିକ୍ଷକଙ୍କ…
Read More...

ଭାଇରାଲ ହେଲା ପ୍ରଶ୍ନପତ୍ର, ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ

ଭୁବନେଶ୍ଵର: ଆଜି ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ । ପେପର୍‌-୧ ଓ ପେପର୍‌-୨ ପରୀକ୍ଷା ସ୍ଥଗିତ ରହିଲା । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବ୍ ଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ । ତେବେ ଆଜି ହେବାକୁ…
Read More...