Browsing Tag

OPSC

ପୁଣି ପରୀକ୍ଷା ଦ୍ବନ୍ଦ୍ବ: କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା

ଭୁବନେଶ୍ଵର: ପରୀକ୍ଷାକୁ ନେଇ ପୁଣି ଦ୍ଵନ୍ଦରେ ଛାତ୍ରଛାତ୍ରୀ । କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଦ୍ଵନ୍ଦରେ ପରୀକ୍ଷାର୍ଥୀ । OPSC ପକ୍ଷରୁ ଆସନ୍ତାକାଲି ରହିଛି ASO ଲିଖିତ ପରୀକ୍ଷା । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା । ଅନ୍ୟପକ୍ଷରେ…
Read More...

ପ୍ରିୟାଂଶୁ ପାଲ୍‌ ଓସିଏସ ଟପ୍ପର ହୋଇଥିବା ବେଳେ ଅନନ୍ୟା ମିଶ୍ର ଦ୍ଵିତୀୟ ସ୍ଥାନରେ

ଭୁବନେଶ୍ବର:- ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦…
Read More...

ପ୍ରକାଶ ପାଇଲା ଓସିଏସ୍ ପରୀକ୍ଷା ଫଳ: ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ଵର: ୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିରେ ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳା ସାମିଲ ଅଛନ୍ତି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଇଣ୍ଟରଭ୍ୟୁ…
Read More...

OPSC ସଦସ୍ୟ ଭାବେ ନିଯୁକ୍ତ ହେଲେ IAS ମନୋଜ କୁମାର ମହାନ୍ତି

ଭୁବନେଶ୍ଵର: IAS ମନୋଜ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର OPSC ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି । ୬ ବର୍ଷ ପାଇଁ ଓପିଏସସି ସଦସ୍ୟ ହେଲେ ମନୋଜ କୁମାର । ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ IAS ମନୋଜ କୁମାର ମହାନ୍ତି । ଏନେଇ ସାଧାରଣ ପ୍ରଶାସନ…
Read More...

ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ କଡ଼ା ସମାଲୋଚନା କରିଛନ୍ତି।   ସୁପ୍ରିମକୋର୍ଟ କହିଛନ୍ତି ଯେ, ଓପିଏସସି  ନିଜକୁ ବହୁତ ଉତ୍କୃଷ୍ଟ ବୋଲି ଭାବୁଛି ଏବଂ ସେଥିପାଇଁ କମିଶନ ଭୁଲ କରିବାକୁ ସ୍ୱୀକାର କରେ ନାହିଁ। ଉତ୍ତର ପତ୍ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ଭୁଲ…
Read More...

ASO ଚୟନ ପ୍ରକ୍ରିୟାରେ ଲାଗିଲା ରୋକ, ସେପ୍ଟେମ୍ବର ୨୧ ପରବର୍ତ୍ତୀ ଶୁଣାଣି

କଟକ: ଆଶାରେ ଆଶଙ୍କାରେ ASO ଆବେଦନକାରୀ । ସାନି ଚୟନ ପ୍ରକ୍ରିୟାରେ ହାଇକେର୍ଟଙ୍କ ରୋକା ଲଗାଇଛନ୍ତି । ଜବାବ ଦାଖଲ କରିବାକୁ OPSCକୁ କହିଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗତବର୍ଷ ଅଗଷ୍ଟ ୨୭ରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦବୀ ପାଇଁ ପ୍ରାୟ…
Read More...

୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରୟା ସାରିବାକୁ OPSC କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବ୍ୟୁରୋ: ଏଏସଓ ପରୀକ୍ଷାରେ ଦେଖାଦେଉଛି ଅନିୟମିତତା ।ଏଏସଓ ପରୀକ୍ଷାର ଚୟନ ପ୍ରକ୍ରିୟା ୬ସପ୍ତାହ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମେ ୧୯ ତାରିଖରେ ହାଇକୋର୍ଟ ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ…
Read More...

୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ

ଭୁବନେଶ୍ୱେର: ୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ । ଚୟନ ପ୍ରକ୍ରିୟା ଜରି ରହିଲେ ବି କେର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦେଶ ଦେଇଛନ୍ତି ହାଇକେର୍ଟରେ ବିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ…
Read More...

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି । ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ କରିପାରିବେ ଆବେଦନ । ଏଥିସହ ଫେବ୍ରୁଆରୀ ୧୬…
Read More...

ପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳ

କଟକ: ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଫଳ (ଓସିଏସ)ର ମେନ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୌଖିକ ପରୀକ୍ଷା ଲାଗି ୭୮୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି। ସେପ୍ଟେମ୍ବର ୧୯ ତାରିଖରେ ଯୋଗ୍ୟ ବିବେଚିତ…
Read More...