ଓଏଲଏକ୍ସ ନାଁରେ ଲକ୍ଷାଧିକ ଟଙ୍କା ଠକେଇ
(ଭୁବନେଶ୍ୱର) : ଓଏଲଏକ୍ସ ନାଁରେ ଠକେଇ । ସେ ପୁଣି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ଓଏଲଏକ୍ସରେ ଗାଡି ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି ।
ସୂଚନାଅନୁଯାୟୀ, ନୟାଗଡ ଜିଲ୍ଲାର ଜଣେ ଯୁବକ ଓଏଲଏକ୍ସ ରେ ଏକ ବୋଲେର ଗାଡିର ବିଜ୍ଞାପନ ଦେଖି ଏହାର ମାଲିକଙ୍କ ସହ ଯୋଗାଯୋଗ…
Read More...
Read More...