Browsing Tag

Odisha

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ସେମିକନ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି…
Read More...

ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;-ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା । କାରଣ ଆସୁଛି ଆଉ ଏକ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନ ରହିଛି…
Read More...

୭ଟି ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର:- ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭ଟି ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂତନ ମ୍ୟୁନିସପାଲିଟି ଭାବରେ ଘୋଷଣା କରାଯାଇଛି…
Read More...

ଜୀବନ ହାରିଲେ ବ୍ଲଗରଙ୍କ ସାନଭାଇ

ଜୀବନ ହାରିଲେ ବ୍ଲଗରଙ୍କ ସାନଭାଇ । ବାଇକ ରାଇଡିଂକୁ କରୁଥିବା ସନ୍ଦୀପ କୁମାର ଦାସ ସାନଙ୍କ ଭାଇ ସନ୍ଦେଶ ଦାସଙ୍କ ମୃତ୍ୟୁ ହୋଇଛି । ରାଜଧୀନୀର ପୁନାମା ଗେଟ ପାଖ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦେଶଙ୍କ ମୃତଦେହ । ଖବର ପାଇ GRP ଘଟଣାସ୍ଥଳରେ ପହଞ୍ଚିଛି। ଏପଟେ ପୋଲିସ ମଧ୍ୟ ଆତ୍ମହତ୍ୟା ନେଇ…
Read More...

ଦଶପଲ୍ଲା ଏନଏସି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ଦଶପଲ୍ଲା ଏନଏସି ପକ୍ଷରୁ ଶନିବାର ଦିନ ସହର ମଧ୍ଯରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଘରେ ଘରେ ତ୍ରିରଙ୍ଗା, ଘରେ ଘରେ ସ୍ୱଛତା ବାର୍ତ୍ତା ସମ୍ବନ୍ଧରେ ମଧ୍ଯ ସଚେତନତା ସ୍ରୁଷ୍ଟି କରାଯାଇଥିଲା | ଆଇନ୍ ଗତ ସଫେଇ, ସୁରକ୍ଷିତ ସଫେଇକୁ ମଧ୍ଯ ଲୋକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ଯ…
Read More...

୪ ଓ ୫ରେ ପୋଲିସ SI ପରୀକ୍ଷା

ଅକ୍ଟୋବର ୪ ଓ ୫ରେ ପୋଲିସ SI ପରୀକ୍ଷା । ପୂର୍ବରୁ ୨ ଥର ଘୁଞ୍ଚିଥିଲା SI ପରୀକ୍ଷା । ହେଲେ ବର୍ତ୍ତମାନ ଏ ନେଇ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଜାରି ହୋଇଛି  ବିଜ୍ଞପ୍ତି । ସେପ୍ଟେମ୍ବର ୨୦ ପରଠାରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଆବେଦନକାରୀ । odishapolice.gov.inରୁ…
Read More...

କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ । ଅପରାଧୀମାନଙ୍କ…
Read More...

କାହିଁକି କୁହାଯାଏ ହକିର ଯାଦୁଗର ଧ୍ୟାନଚାନ୍ଦ ? ହିଟଲରଙ୍କ ସାମ୍ନାରେ ଜର୍ମାନ ବ୍ୟାଣ୍ଡ ବଜାଇଥିଲେ

ରିପୋଟର୍ସ ଟୁଡେ ବ୍ୟୁରୋ; ଆଜି ଦେଶ ପାଳୁଛି କ୍ରୀଡା ଦିବସ । କାରଣ ଆଜି ହେଉଛି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଆଲ୍ଲାହାବାଦରେ ହୋଇଥିଲା। ମେଜର ଧ୍ୟାନଚାନ୍ଦଙ୍କୁ ହକିର 'ଯାଦୁକର' ବୋଲି କୁହାଯାଉଥିଲା। ମେଜର ଧ୍ୟାନଚାନ୍ଦଙ୍କ ହକିରେ…
Read More...

ସି.ଏମ୍ କିଷାନ୍ ଯୋଜନା ଆମ ସରକାରଙ୍କର ଅଭିନବ କୃଷକ କଲ୍ୟାଣକାରୀ ଯୋଜନା

ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଚାଷୀ ପରିବାରକୁ ଆର୍ଥକ ସ୍ବାବଲମ୍ବୀ କରିବାପାଇଁ ଆମ ସରକାର ନିଜସ୍ବ ସମ୍ବଳରେ ସି.ଏମ୍ କିଷାନ୍ ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏହି ସି.ଏମ୍ କିଷାନ୍ ଯୋଜନା ଆମ ସରକାରଙ୍କର ଏକ ଅଭିନବ କୃଷକ କଲ୍ୟାଣକାରୀ ଯୋଜନା ।…
Read More...

୨୫ ଦିନରେ ୧୬ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ;ଗରୁଡ଼ରେ ପୋଲିସକୁ ମିଳିଛି ସଫଳତା ;ଆଇଜି

ସୁବର୍ଣ୍ଣପୁର(ଓମ୍ ପ୍ରକାଶ ମିଶ୍ର) ;-ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ଗରୁଡ଼ ରେ ପୋଲିସ ବିଭାଗ କୁ ମିଳିଛି ବଡ ସଫଳତା । ଏ ନେଇ ଗତକାଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆଇଜି ହିମାଂଶୁ ଲାଲ…
Read More...