Browsing Tag

Odisha

ବିଗତ ୭ ବର୍ଷରେ ପୂର୍ବ ସରକାର ସମାଧାନ ନେଇ କିଛି କରି ନାହାନ୍ତି: AG ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳ ବିବାଦର ଶୁଣାଣି । ଓଡ଼ିଶା ପାଇଁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ । ଟ୍ରିବ୍ୟୁନାଲ୍‌ରେ ପକ୍ଷ ରଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି AG ପୀତାମ୍ବର । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋସ ବୁଝାମଣା ଚାଲିଥିବା ଜଣାଇଲୁ ।…
Read More...

ସ୍କିମାଟିକ୍ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଘୋଷଣା

ସ୍କିମାଟିକ୍ ଶିକ୍ଷକଙ୍କୁ "ନିୟମିତ ଶିକ୍ଷକ" ଭାବେ ନିଯୁକ୍ତି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ । ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ  ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ "ନିୟମିତ ଶିକ୍ଷକ" ଭାବେ ନିଯୁକ୍ତି ଦେବାପାଇଁ…
Read More...

ଆସନ୍ତା ୧୦ ତାରିଖରୁ ସରକାର ଆରମ୍ଭ କରିବେ ସଚେତନତା ମୂଳକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ୍‌’

ଭୁବନେଶ୍ୱର:- ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍‌’ । ଆସନ୍ତା ୧୦ ତାରିଖରୁ ସରକାର ଆରମ୍ଭ କରିବେ ସଚେତନତା ମୂଳକ କାର୍ଯ୍ୟକ୍ରମ । ଲୋକସେବା ଭବନରେ ବଡ଼ ବୈଠକରେ ଆଲୋଚନା  ।  ବିଭିନ୍ନ ଜିଲ୍ଲା ହେଡକ୍ବାର୍ଟରରେ ହେବ କାର୍ଯ୍ୟକ୍ରମ । ରାଜ୍ୟରେ ବଢୁଛି ଆତ୍ମହତ୍ୟା । ଏହାକୁ ରୋକିବା ପାଇଁ…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ୧୬ ହାର୍ଡକୋର ମାଓବାଦୀ ଗିରଫ । ଛତିଶଗଡ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ୧୬ ଜଣ ମାଓବାଦୀ । ଗାଙ୍ଗାଲୁର, ବାସାଗୁଡା ଓ ଜାଙ୍ଗଲା ଜଙ୍ଗଲରୁ ଗିରଫ । ଏଥିସହ ଆଇଇଡି, ପ୍ରେସର…
Read More...

ଟ୍ଵିନ ସିଟି କମିଶନରେଟ ପୋଲିସ ସ୍ତରରେ କରାଯାଇଛି ଅଦଳ ବଦଳ

ଭୁବନେଶ୍ୱର: ଟ୍ଵିନ ସିଟି କମିଶନରେଟ ପୋଲିସ ସ୍ତରରେ କରାଯାଇଛି ଅଦଳ ବଦଳ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଓଡିଶା ସରକାର । ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ତୁଷାରକାନ୍ତ ସେଠୀ ଥିଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି, ତାଙ୍କୁ ଭୁବନେଶ୍ୱର ୟୁପିଡି କଟକ ସଦର ଥାନା ଆଇଆଇସି ଭାବରେ…
Read More...

କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ୍‌ର ବନ୍ୟାଜଳ । ଏନ୍ଏଚ୍ ୩୨୬ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ । ମୋଟୁ ସହ ଆନ୍ଧ୍ର ଓ ତେଲାଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ । ବ୍ରିଜର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଯାନବାହନ । ଯେଉଁଥିପାଇଁ ସାଧାରଣ ଲୋକେ ନାହିଁ ନଥିବା…
Read More...

ବଡଚଣା ରାଜନୀତି ସରଗରମ୍

ଗତକାଲି ସ୍ୱାୟତ ଶାସନ ଦିବସରେ, ନୂଆ କରି ରାଜ୍ୟରେ ୭ଟି ମ୍ୟୁନିସପାଲିଟି ଏବଂ ୧୬ଟି ଏନ୍.ଏ.ସି ଘୋଷଣା କରାଯାଇଛି । ଯେଉଁ ୧୬ଟି ଏନ୍.ଏ.ସିର ଲିଷ୍ଟରେ ସାମିଲ ରହିଛି, ଅନେକ ଦିନରୁ ଦାବିହୋଇ ଆସୁଥିବା ଚଣ୍ଡିଖୋଲ । ହେଲେ ଗତକାଲି ଯେତେବେଳେ ଏହି ଦାବିରେ ସରକାରଙ୍କ ମୋହର ବାଜିଛି, ଅର୍ଥାତ୍…
Read More...

ମହିଳା କ୍ରିକେଟର ଲୋକପ୍ରିୟତାକୁ ବୃଦ୍ଧି କରିବା ଓ ପୁରୁଷ କ୍ରିକେଟରଙ୍କ ସମକକ୍ଷ କରିବା ଲକ୍ଷ୍ୟରେ ଆଇସିସି ବଡ…

ରିପୋଟର୍ସ ଟୁଡେ ବ୍ୟୁରୋ;- ଚାମ୍ପିୟନକୁ ଦିଆଯିବ ୪୦ କୋଟି !ମହିଳା କ୍ରିକେଟର ଲୋକପ୍ରିୟତାକୁ ବୃଦ୍ଧି କରିବା ଓ ପୁରୁଷ କ୍ରିକେଟରଙ୍କ ସମକକ୍ଷ କରିବା ଲକ୍ଷ୍ୟରେ ଆଇସିସି ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛି । ତେବେ ୨୦୨୫ ମହିଳା ଦିନିକିଆ ବିଶ୍ୱକପର ପ୍ରାଇଜ୍ ମନି ବୃଦ୍ଧି କରାଯାଇଛି । ଏବେ…
Read More...

ସାର ଅଭାବକୁ ନେଇ ବର୍ଷିଲେ ଅତନୁ

ରାଜ୍ୟରେ ସାର ଅଭାବକୁ ନେଇ ବର୍ଷିଲେ ଅତନୁ । ଗୋଟେପଟେ ଏବେ ସାରା ରାଜ୍ୟରେ ସାର ସଂକଟ। ଚାଷୀଙ୍କୁ ସାର ମିଳୁନି। ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଚାଷ ହେବ କେମିତି ?  ଆବଶ୍ୟକ ମୁତାବକ ମୁତାବକ ସାର ମିଳୁନଥିବାରୁ, ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଯାହାକୁ ନେଇ ଏବେ ପ୍ରସଙ୍ଗ…
Read More...

ଆଜିଠୁ ବଦଳିବ ଏହି ନିୟମ ; ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ

ରିପୋଟର୍ସ ଟୁଡେ ବ୍ୟୁରୋ;-ଆଜିଠୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବର ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ୍ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ୍ ସମ୍ବନ୍ଧରେ ରହିଛି । କିଛି ନିୟମ…
Read More...