Browsing Tag

Odisha

ହେଲିକପ୍ଟରରେ ଆସିଲା ୨୬ ମାଓବାଦୀଙ୍କ ମୃତଦେହ

ମାଲକାନଗିରି; ଆସିଲା ୨୬ ମାଓବାଦୀଙ୍କ ମୃତଦେହ । ହେଲିକପ୍ଟରରେ ଆସିଲା ୨୬ ମାଓବାଦୀଙ୍କ ମୃତଦେହ । ଛତିଶଗଡ ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟରରେ ନିହତ ହୋଇଥିଲେ ଏହି ୨୬ ମାଓବାଦୀ । ଏବେବି ଛତିଶଗଡ ଅବୁଝମାଡ ଜଙ୍ଗଲରେ ଚାଲିଛି ମାଓ ଅପରରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିହତ…
Read More...

ଭୁବନେଶ୍ବରରୁ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟକୁ ଫେରିଲା କରୋନା । ତିନି ବର୍ଷ ବ୍ୟବଧାନ ପରେ ରାଜ୍ୟଧାନୀକୁ ଫେରିଛି କରୋନା । କୋଭିଡର ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ମିଳିଲା ସୂଚନା । ଭୁବନେଶ୍ବରରୁ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛି । ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।…
Read More...

ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୪୨୦ ଟଙ୍କା

ଭୁବନେଶ୍ବର : ପୁଣି ଚିନ୍ତା ବଢ଼ାଇଲାଣି ସୁନା। ଦିନକୁ ଦିନ ଦର ବଢୁଥିବାରୁ ଚିନ୍ତାରେ ଗ୍ରାହକ। ଗତ କିଛି ଧରି ସୁନା ଦର ବୃହତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ଏବେ ବାହାଘର ସିଜିନ୍ ଥିବାରୁ ସୁନାଦରର ବୃଦ୍ଧି ସୁନାପ୍ରେମୀଙ୍କ ମୁଣ୍ଡ ବିନ୍ଧାଇଦେଇଛି। ଆଜି ଉଭୟ ୨୨…
Read More...

ଟୀକାକରଣ କେନ୍ଦ୍ରରେ ନାହଁ ମୌଳିକ ସୁବିଧା

ମାଲକାନଗିରି : ଟୀକାକରଣ କେନ୍ଦ୍ରରେ ନାଁ ଅଛି ପାଣି ନା ଅଛି ପଙ୍ଖା । ଡହ ଡହ ଖରାରେ ଛୋଟ ଛୋଟ ଶିଶୁଙ୍କୁ ଧରି ଟୀକା ଦବା ପାଇଁ ଅଶୁଛନ୍ତି ଲୋକେ  । ହେଉଛନ୍ତି ନାହିଁ ନଥିବା ହଇରାଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଏମଭି ୭୯ ଟୀକାକରଣ କେନ୍ଦ୍ରରେ । ତାତିରେ ଛଟପଟ ହେଉଛନ୍ତି…
Read More...

ପି.ଏମ୍. ଜନମନ୍ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି ।  ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବ ମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର…
Read More...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ :  ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକ ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ   ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାରିଛି। ସମସ୍ତ ଷ୍ଟ୍ରିମର ପାସ ହାର ୮୨.୭୭ ରହିଛି। ଏ ନେଇ  ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…
Read More...

ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କଟକ :  ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା  ତାରିଖ । ଜୁଲାଇରେ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୧ରୁ ୧୦ ଯାଏଁ ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୩୦ ଯାଏଁ ଚାଲିବା ନେଇ ସୂଚନା । କେବଳ ଗଣିତ ପରୀକ୍ଷା ଦିନ…
Read More...

ବନ କର୍ମଚାରୀ ଅସିତ କୁମାର ପଟ୍ଟନାୟକଙ୍କୁ ଧରିଛି ଭିଜିଲାନ୍ସ

ରାଉରକେଲା : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବନ ରେଞ୍ଜର ଉପ-ରେଞ୍ଜର ଅସିତ କୁମାର ପଟ୍ଟନାୟକ।ସରକାରୀ କାମରେ ନିୟୋଜିତ ଗାଡ଼ି ଭଡ଼ା ବିଲ୍ କରାଇଦେବା ପାଇଁ ସେ ଗାଡ଼ି ମାଲିକଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟ୍ରାପ କରିଥିଲା । ଏହାପରେ ତାଙ୍କର…
Read More...

କଲେଜ ନିର୍ବାଚନ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

 ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ।…
Read More...

ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା:  ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ

ଛତିଶଗଡ : ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଛତିଶଗଡର ନାରାୟଣପୁର ଜିଲ୍ଲାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅବୁଝମାଡ ଅଞ୍ଚଳରେ ଏଯାଏଁ ୩୦ ରୁ ଅଧିକ ନକ୍ସଲ ନିପାତ ହୋଇଥିବା ନେଇ ଖବର ମିଳିଛି । ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି…
Read More...