Browsing Tag

Odisha

ଭୁଷୁଡ଼ୁଛି ଲାଲଗଡ଼ : ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଭୁଷୁଡ଼ୁଛି ଲାଲଗଡ଼ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ଛତିଶଗଡ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ୮.୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । ମାଓବାଦୀମାନେ ଅନେକ…
Read More...

୨୪ ଘଣ୍ଟା ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ ।  କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି ।  ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ…
Read More...

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ। ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ ହୋଇଛି। ଏହି ନାମଲେଖା ଆବେଦନ ଜୁନ ୩୦ ପର୍ଯ୍ୟନ୍ତ ଚାଲିବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। www.samsodisha.gov.in ରେ ଆବେଦନ…
Read More...

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି

ଭୁବନେଶ୍ୱର-: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ ଅଧିକାରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପିଏମ୍‌ ପୋଷଣ ଓ ଏମ୍ଏମ୍‌ ପୋଷଣର ରାଜ୍ୟ ନୋଡାଲ୍…
Read More...

ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେବାକୁ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଭୁବନେଶ୍ୱର-କଟକ ଟ୍ୱିନ ସିଟିରେ କାର୍ଯ୍ୟକାରୀ ହେଉଥିବା ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion…
Read More...

ଖଣି ମାଫିଆଙ୍କୁ ସାବାଡ଼ କରିବାକୁ ଆକ୍ସନ ମୁଡରେ ଖଣି ଅଧିକାରୀ

ବଡଚଣା / ବେଦପ୍ରକାଶ ନାୟକ :  ଲଘୁ ଖଣିଜ ଲୁଟ କୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବା ବେଳେ ପୂର୍ବ ସରକାର ସମୟରେ ମାଫିଆ , ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମିଲିଭଗତରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ ହୋଇଛି। ଯାହାକୁ ରୋକ ଲଗାଇବାରେ ବିଫଳ ହୋଇ ପଡ଼ିଥିଲେ ପୂର୍ବ…
Read More...

ସୋନପୁର ପ୍ରିମିୟର ଲିଗ୍ (ଏସ୍‌ପିଏଲ୍)  ମ୍ୟାଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

 ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ସୋନପୁର ପ୍ରିମିୟର ଲିଗ୍ (ଏସ୍‌ପିଏଲ୍) କ୍ରିକେଟ ସିଜନ୍ -୩ ଆସନ୍ତା ୨୭ରୁ ଜୁନ ୧ ପର୍ଯ୍ୟନ୍ତ ହେବ । ଜିଲ୍ଲା  କ୍ରିକେଟ ସଂଘର ସହଯୋଗରେ ବସ ଷ୍ଟାଣ୍ଟ ନିକଟରେ ଥିବା ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ଏହି ଲିଗ୍ ପାଇଁ  ଜିଲ୍ଲା…
Read More...

ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ସଭ୍ୟତାଗତ ସଂଯୋଗକୁ ନେଇହେବ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଇନଷ୍ଟିଚ୍ଯୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଓଡ଼ିଶା ଏବଂ ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସାମାଜିକ,…
Read More...

ଦେଶର ୧ନମ୍ବର ଆମେଚର ମହିଳା ଗଲ୍ଫର ଓଡ଼ିଆ ଝିଅ କଶିକା ମିଶ୍ର

ନୂଆଦିଲ୍ଲୀ :  ଦେଶର ଲେଡିଜ୍ ଆମେଚର ଗଲ୍ଫ ରାଙ୍କିଙ୍ଗରେ ଚମକିଲେ ଓଡିଆ ଝିଅ କଶିକା ମିଶ୍ର । ବ୍ରହ୍ମପୁରର ବାସିନ୍ଦା କଶିକା ମିଶ୍ର ଦେଶର ଲେଡିଜ୍ ଆମେଚର ଗଲ୍ଫରମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିବାରେ ରାଜ୍ୟର ପ୍ରଥମ ଗଲ୍ଫର ହେବାର ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ବିଗତ ଏକ…
Read More...

ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା…

ଭୁବନେଶ୍ଵର-: ଜର୍ମାନୀର ମ୍ୟୁନିକଠାରେ ଆୟୋଜିତ ହେବାକୁ ଥିବା ସୁଟିଂ ବିଶ୍ଵକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ପୁଣି ଥରେ ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ସମ୍ମାନଜନକ ପ୍ରତିଯୋଗିତାରେ ଶ୍ରୀୟଙ୍କା ୫୦ ମିଟର ରାଇଫଲ୍ ୩ ପୋଜିଶନରେ ଭାରତର…
Read More...