Browsing Tag

Odisha

ବ୍ୟବସାୟୀଙ୍କ ଘରେ କଳାକନା ବୁଲେଇଲେ ଦୃର୍ବୁତ୍ତ

ଜୁନାଗଡ଼ /ବ୍ୟମୋ କେଶ ପୁରୋହିତ: ବ୍ୟବସାୟୀଙ୍କ ଘରେ କଳାକନା ବୁଲେଇଲେ ଦୃର୍ବୁତ୍ତ । ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚିଲିଗୁଡା ଫାଣ୍ଡି ଅଧିନସ୍ତ ରାଜପୁର ଗ୍ରାମରେ । ସୂଚନା ଅନୁଯାୟୀ , ବ୍ୟବସାୟୀଙ୍କ…
Read More...

ସାମ୍ବାଦିକା ମଧୁମିତା ଅତ୍ମହତ୍ୟା ଘଟଣା: ଜବତ ହୋଇଛି ହାତଲେଖା ସୁଇସାଇଡ୍ ନୋଟ୍

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ଅତ୍ମହତ୍ୟା ଘଟଣା । ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍ ଚଳାଇଛି ଛାନ୍ଭିନ୍ । ତେବେ ଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍…
Read More...

ସୁପ୍ରିମକୋର୍ଟଙ୍କ ବଡ ଫୈସଲା : ରାଜ୍ୟ ବାର କାଉନସିଲ ଓକିଲ ଭାବେ ପଞ୍ଜିକରଣରେ କରି ହେବନି ମନମାନି

କଟକ: ଓଡିଶା ରାଜ୍ୟ ବାର ପରିଷଦ (ଓଏସବିସି) ମଙ୍ଗଳବାର ଦିନ ରାଜ୍ୟରେ ଓକିଲ ହେବାକୁ ଚାହୁଁଥିବା ଆଇନଗତ ଆଶାକର୍ମୀଙ୍କ ନାମଲେଖା ବନ୍ଦ କରିଦେଇଛି। ଓଏସବିସିର ସଚିବ ଜେ.କେ ସାମନ୍ତସିଂହର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଗୌରବ କୁମାର ବନାମ ୟୁନିଅନ ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ମାମଲାରେ ଭାରତର…
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଦେଲେ ଭୁବନେଶ୍ୱର ଏଡିଜେ କୋର୍ଟ

ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ । ଭୁବନେଶ୍ୱର ଖଣ୍ଡଗିରି ଘାଟିକିଆ ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା ଓ କୁନି ଝିଅର ବେକ କାଟିବା ଘଟଣା । ଆସିଲା ମାନ୍ୟବର କୋର୍ଟଙ୍କ ରାୟ । ହତ୍ୟାକାରୀ ସ୍ୱାମିକୁ ଆଜିବନ ଜେଲ । ଅଭିଯୁକ୍ତ ସ୍ୱାମୀ ସଞ୍ଜୀବ ଦାସଙ୍କୁ ଫାଶୀ ଦଣ୍ଡାଦେଶ…
Read More...

ଘରୋଇ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ : ହସ୍ପିଟାଲ ପରିସରରେ ଚାପା ଉତେଜନା

ଟାଙ୍ଗି / ରାକେଶ କୁମାର ଜଗଦେବ : ଘରୋଇ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା । ସ୍ଥାନୀୟ ଲୋକଙ୍କ ହସ୍ପିଟାଲ ସମ୍ମୁଖ ରେ ହୋ ହଲ୍ଲା । କ୍ଷତି ପୁରଣ ଦାବିରେ ଅଡିବସିଛନ୍ତି ଲୋକେ । ଚିକିତ୍ସାରେ ଅବହେଳା ନେଇ କରିଛନ୍ତି ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼…
Read More...

ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବସ୍ତା/ଅଜିତ ସାହୁ: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ କରୁଆ ପଞ୍ଚାୟତ କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟ ବେଲଦାଣ୍ଡିଆ ପକ୍ଷରୁ ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା କମିଟିର  ସଭାପତି…
Read More...

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

ଆସାମ: ଆସାମର ‌ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍‌ରେ ହକି ଝାଡ଼ଖଣ୍ଡକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୩ (୬-୬)ଗୋଲ୍‌ରେ ପରାସ୍ତ କରିଥିଲା।…
Read More...

ଦୁର୍ନୀତି ଅଭିଯୋଗରେ ୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭାଙ୍ଗିଲା ୨ ସମବାୟ ବୋର୍ଡ । ଦୁର୍ନୀତି ଅଭିଯୋଗରେ ୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର । ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗି ଦେଇଥିବା ସୂଚନା । ଏଣିକି ରାଜ୍ୟ ସରକାର ବୁଝିବେ ୨ଟି ବୋର୍ଡର ବ୍ୟାପାର । ଏନେଇ ସମବାୟ ସମିତି ରେଜିଷ୍ଟ୍ରାରଙ୍କ…
Read More...

ପ୍ରେମିକା ଆତ୍ମହତ୍ୟା ପରେ ବିଷପିଲେ ପ୍ରେମିକ

ବ୍ରହ୍ମପୁର : ପ୍ରେମିକା ଆତ୍ମହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ । ହିଂଜିଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚାନା ଅନୁଯାୟୀ, ଜଣେ କଲେଜ ଛାତ୍ରୀ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ ପରେ ପ୍ରେମିକ ଖବର ପାଇ ନିଜକୁ ଅସହାୟ ମନେ କରି ବିଷପି ଦେଇଥିଲେ । ପରେ ତାଙ୍କୁ…
Read More...

ରାଜ୍ୟସଭା ସାଂସଦ ପଦ ସହ ବିଜେଡି ଛାଡିଲେ ମମତା ମହାନ୍ତ

ବ୍ୟୁରୋ : ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ | ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା | ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା | ମୟୁରଭଞ୍ଜ କୁଡୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ | ତେବେ ତାଙ୍କ କାର୍ଯ୍ୟକାଳ ସମାପ୍ତ…
Read More...