Browsing Tag

Odisha

ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ କହିଲେ ପୋଲିସ କମିଶନର

କଟକ: ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ମନା । ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ କହିଲେ ପୋଲିସ କମିଶନର । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ ବାରଣ…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ

ଛତ୍ରପୁର: ଗିରଫ ହେଲେ ଛତ୍ରପୁର ବିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ଚଢାଉ ବେଳେ ବିଇଓ ସୀତାରାମଙ୍କର ବ୍ୟାପକ ସମ୍ପତ୍ତି ଠାବ ହୋଇଥିଲା । ବିଇଓଙ୍କର ୩ଟି ବହୁତଳ କୋଠା ଠାବ ହେବା ସହ…
Read More...

ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର : ବୌଦ୍ଧରେ ଶିକାର ରାଜଧାନୀରେ ଡିଲ୍ । ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ ହୋଇଥିବା କୁହାଯାଉଛି ।ତେବେ ଏହି ଘଟଣାରେ ୭ ଜଣ ଶିକାରୀକୁ ଗିରଫ କରାଯାଇଛି। ବିକ୍ରି…
Read More...

ଆଖି ବୁଜିଲେ ସିଂହୀ ବିଜ୍ଲିର ୨ଶାବକ ମୃତ

ଭୁବନେଶ୍ୱର : ଆଖି ବୁଜିଲେ ୨ ସିଂହୀ ଶାବକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ଗୁରୁବାର ସିଂହୀ ବିଜ୍ଲିର ଜନ୍ମିତ ୫ଶାବକଙ୍କ ମଧ୍ୟରୁ ଦୁଇ ଦିନରେ ଦୁଇଟି ଶାବକଙ୍କ ମୃତ୍ୟୁ ହୋଇଛି । ଶାବକ ଜନ୍ମ ଦେବା ପରେ ବିଜ୍ଲି ଦୁଇଟିଙ୍କୁ ଗ୍ରହଣ କରିନଥିଲା । ଦୁଇ ଶାବକ ମା' କ୍ଷୀରରୁ ବଞ୍ଚିତ ରହିବାରୁ…
Read More...

ପରଲୋକରେ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ

ଭୁବନେଶ୍ୱର:ପରଲୋକରେ ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁ । ତେବେ ଆଜି ତାଙ୍କର ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ଅଶ୍ୱିନୀ ଗୁରୁ ୧୯୮୦ରେ ସମ୍ବଲପୁରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ…
Read More...

ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ପୁରୀ : ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଆନନ୍ଦ ବଜାରରେ ବିଶୃଙ୍ଖଳାକୁ ରୋକିବା ପାଇଁ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆନନ୍ଦ ବଜାରରେ ସଂସ୍କାର ଆଣିବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା  । ୨ଟି ସିଫ୍ଟରେ ଆନନ୍ଦବଜାର…
Read More...

ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହେଉଛି ପଞ୍ଜୀକରଣ

ଭୁବନେଶ୍ୱର: ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆରମ୍ଭ ହେଉଛି ପଞ୍ଜୀକରଣ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି  । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଏହି ଫର୍ମ ଉପଲବ୍ଧ। ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ…
Read More...

ବିଧାସଭାରେ ଛତୁଆ ଚର୍ଚ୍ଚା

ଭୁବନେଶ୍ୱର : ଆଜି ବିଧାସଭାରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ବିଧାୟକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇଚାଲିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜି ଛତୁଆ ବଣ୍ଟନକୁ ନେଇ ହେଉଛି ଚର୍ଚ୍ଚା । ଛତୁଆର ମାନ ପରୀକ୍ଷଣ ଲାଗି ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷଣ…
Read More...

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ:  ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  । ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ୨୦୨୪-୨୫ ବଜେଟ ଅଟକଳ ଉପରେ ଆଲୋଚନା ହୋଇଥିଲା । ୪୧୩ କୋଟି ଟଙ୍କା ଆୟ ବ୍ୟୟ ଅଟକଳ ହୋଇଥିବାବେଳେ ୧୦୩ କୋଟିର ବଳକା ବଜେଟ ହୋଇଛି । ରାଜ୍ୟ ସରକାର ୫୦୦ କୋଟି ଟଙ୍କା…
Read More...

କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

କୋରାପୁଟ : କୋରାପୁ ଟ ମେଡିକାଲ କଲେଜରେ ନିଆଁ । କୋରାପୁ ଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ। ମାତୃ ଓ ଶିଶୁ ବିଭାଗର ଏସଏନସିୟୁରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ମାତୃ ଓ…
Read More...