Browsing Tag

Odisha

ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ | ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି | ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ| ଟଙ୍କ ପାଣି ବ୍ରିଜ ଓ ଦୟା ନଦୀ କୁଳ ରେ ବିସର୍ଜନ ପାଇଁ BMC ତରଫରୁ ଆୟୋଜନ |…
Read More...

‘୫ହଜାର ଟଙ୍କାରେ ଆତ୍ମନିର୍ଭର ହେବା ଅସମ୍ଭବ: ସୁଲୋଚନା ଦାସ

ଭୁବନେଶ୍ବର: ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା ହାତ ଖର୍ଚ୍ଚରେ ଚାଲିଯିବ ବୋଲି ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି । ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦…
Read More...

ନୂଆଁଖାଇ ପାଇଁ ଅସନ୍ତା ୯ ତାରିଖରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର:  ଅସନ୍ତା ୯ ତାରିଖ ଅର୍ଥାତ ସୋମବାର ରାଜ୍ୟରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ । ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ବନ୍ଦ ରହିବ। ନୂଆଁଖାଇ ପାଇଁ ୯ ତାରିଖ ଛୁଟିଥିବାରୁ ବନ୍ଦ ରହିବ ବ୍ୟାଙ୍କ ।
Read More...

୧୦ ତରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରେ ଘନୀଭୂତ ହେଉଛି ସୃଷ୍ଟ ଲଘୁଚାପ । ଏହା ଘନୀଭୂତ ହୋଇ କ୍ରମଶଃ ଉତ୍ତର ଦିଗରେ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୧୦ ତରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ଏନେଇ ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ତେବେ…
Read More...

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ

ଭୁବନେଶ୍ୱର:  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ । ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ ।  ରେଡ୍ ବେଳେ ଭୁବନେଶ୍ୱର ଝାରପଡାରେ ଦେଢ଼ କୋଟି ଟଙ୍କାର ଦାମୀ ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ଜାଗାରେ ୪ଟି ଦାମୀ ପ୍ଲଟ ସହ…
Read More...

କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଜପତି/ ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି-ଆଙ୍କୁଡୁ ଗ୍ରାମ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ଉପରେ ଥିବା ଏକ କେନାଲରୁ ଭାସମାନ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। କିଛି ପଥଚାରୀ ସେହି ରାସ୍ତା ଦେଇ ଯାଉଥିବା ସଭୟରେ ଜଣେ…
Read More...

ବିଜେପିରେ ସାମିଲ ହେଲେ ସୁଜିତ କୁମାର

ଭୁବନେଶ୍ୱର: ପଦ୍ମ ଧରିଲେ ସୁଜିତ କୁମର । ବିଜେପିରେ ସାମିଲ ହେଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ହେଲେ ସାମିଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ସାଂସଦ ଭର୍ତ୍ତୃହରିଙ୍କ ଉପସ୍ଥିତିରେ ସାମିଲ । ରାଜ୍ୟ ପ୍ରଭାରୀ ବିଜୟ ପାଲ୍ସିଂ ତୋମର ବି ଉପସ୍ଥିତ…
Read More...

ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ : ଗଣ ଶିକ୍ଷ ମନ୍ତ୍ରୀ

ଭୁବନେଶ୍ୱର:  ଫାଇଭ ଟି ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି 3 ହଜାର 87 କୋଟି 35 ଲକ୍ଷ | ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଲେ ଗଣ ଶିକ୍ଷ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ରାଜ୍ୟରେ 6 ହଜାର 564 ଟି ହାଇସ୍କୁଲ…
Read More...

ସୁଭଦ୍ରା ଯୋଜନା ଆବେଦନରେ ମହିଳାଙ୍କୁ ଭ୍ରମିତ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଯେଉଁ ମାନେ ମହିଳା ମାନଙ୍କୁ ଭ୍ରମିତ କରି ଅର୍ଥ ଆଦାୟ କରୁଛନ୍ତି, ସେମାନଙ୍କ ବିରୋଧରେ 14678 ହେଲ୍ପ ଲାଇନର ଅଭିଯୋଗ କରନ୍ତୁ । ଯିଏ ସୁଭଦ୍ରା ଯୋଜନା ନାଁରେ ସାଧାରଣ ହିତାଧିକାରୀଙ୍କୁ ହଇରାଣ କରୁଥିବ, ତାଙ୍କ ନାଁରେ ଅଭିଯୋଗ ଦେଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା…
Read More...

କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୮ ବଖରା ଚାଳ ଛପର ଘର

ରାଜକନିକା: ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ…
Read More...