Browsing Tag

Odisha

ପଙ୍କପାଳ ବାଲି ଘାଟରେ ବିଶାଳ ବୋଟ, ଲୁଟ ହେବ କି ବାଲି ?

ବ୍ୟୁରୋ :  ନଦୀ ଉଛୁଳି ଦୁଇକୂଳ ଖାଉଥିବା ବେଳେ ସେଥିରୁ ବାଲି ଉଠାଇବା ଲାଗି ଲିଜଧାରୀ ମାନେ ତତ୍ପର ହୋଇଉଠିଛନ୍ତି  । ଏଥିପାଇଁ ଗୋଟେ ବଡ ବୋଟ କୁ ପଙ୍କପାଳ ସ୍ଥିତ ବ୍ରାହ୍ମଣୀ ନଦୀ ନିକଟକୁ ଗୋଟିଏ ବଡ ବୋଟ୍କୁ ଟ୍ରଲରରେ ଲଦି ଅଣାଯାଇଛି । ସମସ୍ତ ସରକାରୀ ଗାଇଡଲାଇନକୁ ଖୋଲା ଉଲଂଘନ କରି…
Read More...

ସୁଭଦ୍ରା ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରିବ ସଚେତନତା ରଥ

ରାଇରଙ୍ଗପୁର(ସତ୍ୟନାରାୟଣ ପଲ) :  ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକରେ ଆସି ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଅନୁଗୋଳ (ସୁଧାକର ସାହୁ): ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ସୂଚନା ଅନୁସାରେ, ଜରଡା ଗ୍ରାମର ଭିମ ବେହେରାଙ୍କ ପୁଅ ବାପି ବେହେରା । ତାଙ୍କ ବୟସ ମାତ୍ର ୨୬ ବର୍ଷ । ବାପିଙ୍କ ସହ ଗତ କାଲି ସନ୍ଧ୍ୟା ସମୟରେ…
Read More...

ହିନ୍ଦୋଳ ପ୍ରବେଶ ପଥରେ ଦେଶୀ ମହୁଲି ଭାଟିକୁ ନେଇ ଜନ ଅସନ୍ତୋଷ

ହିନ୍ଦୋଳ(ମହାଭାରତ) : ହିନ୍ଦୋଳ ଏନ୍.ଏ .ସି ରେ ଥିବା ୩ ଟି ପ୍ରବେଶ ପଥ ମଧ୍ୟରୁ ନରସିଂହପୁର-ହିନ୍ଦୋଳ  ପ୍ରବେଶ ପଥଟି ଆରମ୍ଭ ହେଉ ହେଉ ମୁଖ୍ୟ ରାସ୍ତାକୁ ଲାଗି ଥିବା ଦେଶୀମହୁଲି ଭାଟିର ଅସହ୍ୟ ଗନ୍ଧରେ ପଥଚାରୀ ମାନେ ଅତିଷ୍ଠ ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁଲି ଭାଟିଠାରୁ ମାତ୍ର ୧୦୦…
Read More...

ଚିନ୍ତା ବଢ଼ାଉଛି ମୁକୁଳା ଟ୍ରାନ୍ସଫର୍ମର୍, ନିଘୋଡ଼ ନିଦରେ ହିନ୍ଦୋଳ ବିଦ୍ୟୁତ ବିଭାଗ

ହିନ୍ଦୋଳ(ଗୌତମ ମୁଦୁଲି) : ହିନ୍ଦୋଳ ଏନ୍.ଏ.ସି ଅନ୍ତର୍ଗତ ୧୩ ନମ୍ୱର୍ ୱାର୍ଡ ରାଜମୋହନପୂର ସ୍କୁଲ୍ ଠାରୁ ପାଖାପାଖି ମାତ୍ର ୧୦୦ ମିଟର ଦୂରରେ ମୁଖ୍ୟ ରାସ୍ତା କଡ଼ରେ ଆଜକୁ ପ୍ରାୟ ଅନେକ ବର୍ଷ ପୁର୍ବରୁ ରହିଛି ଏହି ମୁକୁଳା ଟ୍ରାନ୍ସଫର୍ମର୍। ଯେଉଁ ବାଟରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ…
Read More...

ବିଷମକଟକ ବିଇଓ ଅଫିସରେ ଅଘଟଣ, ଡାଟା ଏଣ୍ଟ୍ରି  ଅପରେଟରଙ୍କ ସନ୍ଦେହ ଜନକ ମୃତ୍ୟୁ

ବିଷମ କଟକ(ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମ କଟକ ଗୋଷ୍ଟୀ ଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଅଫିସରେ କାର୍ୟ୍ୟରତ ଡାଟାଏଣ୍ଟ୍ରି  ଅପରେଟରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକ ଜଣକ ହେଲେ କୁମ୍ଭିକଟା…
Read More...

ଆରମ୍ଭ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୁର୍ଣ୍ଣ ବୈଠକ | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଏବଂ ବିଜେପି ବିଧାୟ | ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ | ରାଜ୍ୟ ସଭାପତିଙ୍କ…
Read More...

ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, 3 ପ୍ରସ୍ତାବକୁ ବାଜିଲା ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ତିନିଟି ବଡ଼ ନିଷ୍ପତ୍ତିରେ ମୋହର ବାଜିଛି। * ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର (ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ ର ପ୍ରଣୟନ | ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ…
Read More...

ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସୁଛି ଓମଫେଡ଼ ପଲି ରୋଲ

ଭୁବନେଶ୍ୱର : ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସୁଛି ଓମଫେଡ଼ ପଲି ରୋଲ । 2023-24 ବର୍ଷରେ 574.50 ମେଟ୍ରିକ ଟନ ପଲିରୋଲ କିଣିବାକୁ ଥିବା ବେଳେ । ତାମିଲନାଡୁ ଏବଂ ତେଲେଙ୍ଗାନାର ଦୁଇ ସଂସ୍ଥାରୁ ଆସୁଛି ସର୍ବାଧିକ 549 ମେଟ୍ରିକ ଟନ ପଲିରୋଲ ଆସିଥିବା ବେଳେ କଲିକତାର ଏକ ସଂସ୍ଥା ଠାରୁ ମାତ୍ର…
Read More...

ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର:  ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଦେବ | ପାଣି ପାଗ ସୂଚନା ଦିଆଯାଇଥିଲା ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ, ରାୟଗଡା ରେ ବର୍ଷା ହୋଇ ବିଶେଷ କ୍ଷୟ କ୍ଷତି ହୋଇଛି | ମକା ଠାରୁ ଆରମ୍ବ କରି ବିଭିନ୍ନ…
Read More...