ବରିଷ୍ଠ ସଂଗଠକ ପ୍ରମୋଦ ତ୍ରିପାଠୀଙ୍କ ପରଲୋକ
ଟାଙ୍ଗୀ /ରାକେଶ କୁମାର ଜଗଦେବ: ବରିଷ୍ଠ ସଂଗଠକ ପ୍ରମୋଦ ତ୍ରିପାଠୀଙ୍କ ପରଲୋକ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବିଜେଡିର ବରିଷ୍ଠ ସଂଗଠକ ପ୍ରମୋଦ ତ୍ରିପାଠୀଙ୍କ ୫୯ ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ରେ ଦେହାନ୍ତ ହୋଇଯାଇଛି । ସୂଚନା ଅନୁଯାୟୀ, ସେ ଜିଲ୍ଲା ବିଜେଡିର ସାଧାରଣ…
Read More...
Read More...