ନିଅଣ୍ଟିଆ ମୌସୁମୀ ବର୍ଷା : ଚିନ୍ତାରେ ଚାଷୀ
ଭୁବନେଶ୍ୱର : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ମୌସୁମୀ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ଚଳିତ ମୌସୁମୀରେ ଜୁନ୍ ୧ ତାରିଖରୁ ଜୁଲାଇ ୮ ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା ଚାଷୀକୂଳ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଅବଧି ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୨୮୬.୮ ମିଲିମିଟର…
Read More...
Read More...