ଏଏସ୍ପି ଓ ଡିଏସ୍ପି ସ୍ତରରେ ଅଦଳ ବଦଳ, ଭବାନୀ ଶଙ୍କର ଉଦ୍ଗାତାଙ୍କୁ ଢେଙ୍କାନାଳ ଏଏସପି ଦାୟିତ୍ଵ
ଭୁବନେଶ୍ଵର: ବରିଷ୍ଠ ପୋଲିସ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ ତଥା ପଦୋନ୍ନତି ହୋଇଥିବା ସୂଚନା ରହିଛି। ବିଦ୍ୟୁତ ପଣ୍ଡାଙ୍କୁ ନୟାଗଡ଼ ଏଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଭବାନୀ ଶଙ୍କର ଉଦ୍ଗାତା ହେଲେ ଢେଙ୍କାନାଳ ଏଏସପି । କୃଷ୍ଣ ପ୍ରସାଦ ପଟ୍ଟନାୟକ କଟକ ଏଏସ୍ପି ହୋଇଥିବା ବେଳେ…
Read More...
Read More...