Browsing Tag

Odisha Police

ଦେଶର ୯୫୪ ଜଣଙ୍କୁ ପୁଲିସ ପଦକ, ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ମେଡାଲ୍‌

ଭୁବନେଶ୍ୱେର : ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ପୋଲିସ ପଦକ । ସାହସିକତା ସେବା ପାଇଁ ଓଡିଶାର ୪ଜଣଙ୍କୁ ପୋଲିସ ପଦକ । ବାସୁଦେବ ପ୍ରହ୍ଲାଦ ହିମିରିକାଙ୍କୁ ପଦକ । ଏଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡେ ଦୁନୀଲ ବରିହାଙ୍କୁ ପଦକ ।ସୁଜିତ କୁମାର ରାଣାଙ୍କୁ ସାହସିକତା ପଦକ । ADG ସଂଜୟ ଜୁମାର,…
Read More...

ଓଡ଼ିଶା ପୁଲିସକୁ ବଡ଼ ସଫଳତା : ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ଆଜି ଜଣେ ମହିଳାଙ୍କ ସମେତ ୩ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦେଶକ, ଏଡିଜି…
Read More...

ସାଧାରଣତନ୍ତ୍ର ଦିବସ ୨୦୨୩ ଅବସରରେ ଓଡ଼ିଶା ପୁଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ଭୁବନେଶ୍ୱର : 74 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶା ପୋଲିସର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 13 ଜଣଙ୍କ ନାମ ଘୋଷଣା କରାଯାଇଛି l ଓଡ଼ିଶାରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବେ। ସେମାନେ ହେଉଛନ୍ତି, କଟକରେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର…
Read More...

ରାଜଧାନୀରେ ମହିଳା ପୋଲିସଙ୍କୁୁ ଆକ୍ରମଣ ଉଦ୍ୟମ

ଭୁବନେଶ୍ୱର : ଗୋଟିଏ ପଟେ କମିଶନରେଟ ପୋଲିସର ବୁକିଂ ଚେକିଂ ଜୋରଦାର | ଭୁବନେଶ୍ଵର ରାସ୍ତା ଉପରେ ମାଳ ମାଳ ପୋଲିସ | ଅନ୍ୟପଟେ ମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣ | ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ | ଗତ କାଲି ରାତିରେ ମହିଳା ଥାନା ଏସ୍ ଆଇ ଶୁଭଶ୍ରୀ ନାୟକ ଡିଉଟି…
Read More...

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ପଦୋନ୍ନତି ପାଇ ଅଖିଳେଶ ସିଂହ ହେଲେ ଏସ୍‌ଏପି ଡିଆଇଜି।ପୂର୍ବରୁ ଜଗତସିଂହପୁର  ଏସ୍ପି ଥିବା ବେଳେ ପଦୋନ୍ନତି  ହୋଇଛି  ଡିଆଇଜିକୁ ।  ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଂଜ ଡିଆଇଜି। ଏନେଇ ଗୃହ ବିଭାଗ ପକ୍ଷରୁ…
Read More...

ସିପିଏସିଇ ୨୦୧୯ ପରୀକ୍ଷାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଦେଲେ ଓଡିଶା ପୋଲିସ

ଭୁବନେଶ୍ୱର:ଓଡ଼ିଶା ପୁଲିସ ବିଭାଗର ମିଳିତ ପୁଲିସ ସେବା ବା ସିପିଏସିଇ ୨୦୧୯ ପରୀକ୍ଷାରେ ସଫଳ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ପୋଲିସ ବିଭାଗ ତରଫରୁ ଅଭିନନ୍ଦନ ଜଣାଯାଇଛି। ଓଡ଼ିଶାର ଲୋକମାନଙ୍କୁ ସଚ୍ଚୋଟତା ସହ ସମର୍ପଣ ଭାବରେ ପୋଲିସର ସେବା ଯୋଗାଇବାକୁ ଓଡ଼ିଶା ପୋଲିସ ତରଫରୁ ସମସ୍ତ ସଫଳ…
Read More...

ବଦଳିଲେ ବୈଦ୍ଧ ଓ ଦେବଗଡ ଏସପି

ଭୁବନେଶ୍ୱର: ରାଜ୍ୟ ସରକାର ଏସପିସ୍ତରରେ ଅଦଳବଦଳ କରିଛନ୍ତି। ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ ଏସପି ହୋଇଛି। କ୍ରାଇମ ଡିସିପି ପ୍ରମୋଦ ରଥ ଦେବଗଡ ଏସପି ଭାବେ ଅବସ୍ଥାପିତ କରାଯାଇଛି। ଚିତ୍ତରଞ୍ଜନ ସାମନ୍ତ ଭୁବନେଶ୍ୱରର କମ୍ପ୍ୟୁଟରର ଏସପି ଭାବେ ଅବସ୍ଥାପିତ କରାଯାଇଛି। ସୁଦାମ ସାହୁଙ୍କୁ…
Read More...

ଓଡ଼ିଶା ପୋଲିସ ବଢାଇବ ଇଂରାଜୀ କହିବା ଦକ୍ଷତା: ସ୍ୱାକ୍ଷରିତ ହେବ ଚୁକ୍ତିନାମା

ଭୁବନେଶ୍ୱର: ଓଡ଼ିଶା ପୋଲିସ ବଢାଇବ ଇଂରାଜୀ କହିବାର ଦକ୍ଷତା । ଇଂରାଜୀ ଶିଖିବା ପାଇଁ କମିଶନରେଟ ପୁଲିସ ଏବଂ ବ୍ରିଟିଶ କାଉନସିଲ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ଚୁକ୍ତିନାମା ଅନୁଯାୟୀ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ସମସ୍ତ ପୋଲିସ ବାହିନୀ ଇଂରାଜୀ କହିବା ଏବଂ…
Read More...

ଏଏସ୍‌ପି ଓ ଡିଏସ୍‌ପି ସ୍ତରରେ ଅଦଳ ବଦଳ, ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଢେଙ୍କାନାଳ ଏଏସପି ଦାୟିତ୍ଵ

ଭୁବନେଶ୍ଵର: ବରିଷ୍ଠ ପୋଲିସ ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ ତଥା ପଦୋନ୍ନତି ହୋଇଥିବା ସୂଚନା ରହିଛି। ବିଦ୍ୟୁତ ପଣ୍ଡାଙ୍କୁ ନୟାଗଡ଼ ଏଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଭବାନୀ ଶଙ୍କର ଉଦ୍‌ଗାତା ହେଲେ ଢେଙ୍କାନାଳ ଏଏସପି । କୃଷ୍ଣ ପ୍ରସାଦ ପଟ୍ଟନାୟକ କଟକ ଏଏସ୍‌ପି ହୋଇଥିବା ବେଳେ…
Read More...

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ ବଣ୍ଟନ ଦ୍ୱାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି । ଏହାଦ୍ୱାରା…
Read More...