Browsing Tag

Odisha News

ସଂଶୋଧନ ହେବ ରାଜ୍ୟର ୭ ଜିଲ୍ଲା ଓ ୨୪ ସ୍ଥାନର ଇଂରାଜୀ ନାମ , ରାଜସ୍ବ ବିଭାଗର ବିଜ୍ଞପ୍ତି

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନନାମ ଓଡ଼ିଆ ଓ ଇଂରାଜୀରେ ଭିନ୍ନ-ଭିନ୍ନ ଭାବେ ଲେଖାଯାଉଥିବାରୁ ଏହାକୁ ସଂଶୋଧନ କରି ଏକରୂପ କରିବା ପାଇଁ ରାଜସ୍ବ ବିଭାଗ ପଦକ୍ଷେପ ନେଇଛି। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବିଭିନ୍ନ ବିଭାଗ ଓ…
Read More...

ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା, ଏଣିକି ପାଇବେ ୧୮ଶହ ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କର ମାସିକ ଭତ୍ତାକୁ ସରକାର ବୃଦ୍ଧି କରିଛନ୍ତି । ଏଣିକି ୧୮ ଶହ ଟଙ୍କା ବଦଳରେ ଗ୍ରାମରକ୍ଷୀ ମାସିକ ଭତ୍ତା ବାବଦରେ ପାଇବେ ଅଢ଼େଇ ହଜାର ଟଙ୍କା । ତେବେ ସପ୍ତାହକୁ ଥରେ ସେମାନେ କାର୍ଯ୍ୟ କରୁଥିବା ସ୍ଥାନରେ ଯାଇ ଉପସ୍ଥାନ ଦେବାର…
Read More...

ଶୀତରୁ ନିସ୍ତାର ନାହିଁ; ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ । କାଲି ପର୍ଯ୍ୟନ୍ତ ୬ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି କଟକ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲା ପାଇଁ ମଧ୍ୟ ୟେଲୋ…
Read More...

PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ, ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ

କଟକ: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦେଲେ ହାଇକୋର୍ଟ। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ…
Read More...

ଖସୁଛି ପାରଦ, ଥରୁଛି ଓଡ଼ିଶା, ଆହୁରି ଥରହର କରିବ ଶୀତ

ଭୁବନେଶ୍ଵର: ସମଗ୍ର ରାଜ୍ୟରେ ଶୀତ ଲହରୀ । ଝାରସୁଗୁଡାରେ ପାରଦ ୫କୁ ଖସିଲା । ଭୋର ୫.୩୦ ସୁଦ୍ଧା ୫.୬ଡିଗ୍ରୀର ତାପମାତ୍ରା ରେକର୍ଡ । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୧.୬ ଡିଗ୍ରୀ । ଆହୁରି ଦୁଇ ସପ୍ତାହ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ତେବେ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ…
Read More...

ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ

ଭୁଵନେଶ୍ଵର: ଆଗାମୀ ଦୁଇ ସପ୍ତାହ ଯାଏଁ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଗତକାଲି ରାଜ୍ୟର ୨୪ଟି ସହରରେ ରାତିରେ…
Read More...

୩ ଦୋକାନକୁ ସିଲ୍ କଲା ଏନ୍ଫୋର୍ସମେଣ୍ଟ ଟିମ୍

ଜଟଣୀରେ ଥିବା ତିନୋଟି ଅନଧିକୃତ ଦୋକାନ ଘରକୁ ଆଜି ଜଟଣୀ ପୌର ପରିଷଦର ଏନ୍ଫୋର୍ସମେଣ୍ଟ ଟିମ୍ ,ଜଟଣୀ ପୋଲିସର ଉପସ୍ଥିତରେ ତାଲା ପକେଇବା ସହ ସିଲ୍ କରିଛି । ଅନଧିକୃତ ଦୋକାନ ମାଲିକଙ୍କୁ ଏନେଇ ଆଗରୁ ଏକାଧିକ ଥର ନୋଟିସ୍ ମଧ୍ଯ ଦିଆ ଯାଇଥିଲା କିନ୍ତୁ ସେମାନେ ନୋଟିସ୍ କୁ ବେଖାତିର କରିବାରୁ ଆଜି…
Read More...

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠାରୁ ସ୍ଵାସ୍ଥସେବା ସ୍ଵଭାବିକ

ଭୁବନେଶ୍ଵର: ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି OMSA ସଭାପତି। ସରକାରଙ୍କଠାରୁ ପ୍ରତିଶ୍ରୁତି…
Read More...

ବଢ଼ିବାରେ ଲାଗିଛି ଶୀତର ପ୍ରକୋପ, ୨୩ଟି ସ୍ଥାନରେ ୧୦ ଡିଗ୍ରୀରୁ ତଳକୁ ଖସିଲା ପାରଦ

ଭୁବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୩ଟି ସ୍ଥାନରେ ୧୦ ଡିଗ୍ରୀରୁ ତଳକୁ ଖସିଲା ପାରଦ । ଆହୁରି ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରାଜ୍ୟର ଅନେକାଂଶରେ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ…
Read More...

ରାତି ଅଧରେ ରାଜଧାନୀରେ ବୋମା ମାଡ଼, ଯୁବକ ଗୁରୁତର, ପୋଲିସର ତଦନ୍ତ ଜାରି

ଭୁବନେଶ୍ଵର: ଭୋଜିରେ ମସଗୁଲ କମିସନରେଟ ପୋଲିସ । ସେପଟେ ବୋମା ମାଡ଼ରେ ଥରିଲା ରାଜଧାନୀ । ଯୁବକଙ୍କ ହାତରେ ଫୁଟିଲା ବୋମା । ଗୁରୁତର ଭାବେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ଥାନାରେ ଭର୍ତ୍ତି କରିଛି ପୋଲିସ । ସେପଟେ କିଏ ଏବଂ କାହିଁକି ଏହି କାଣ୍ଡ ଘଟାଇଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି…
Read More...