ଓଡ଼ିଶାକୁ ନାହିଁ ବାତ୍ୟାର ଭୟ
ଭୁବନେଶ୍ୱର : ଓଡ଼ିଶାକୁ ନାହିଁ ବାତ୍ୟାର ଭୟ | ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ | ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ, କାଲି ସକାଳ ଯାଏ ତୀବ୍ରତା ବଢିଚାଲିବ | ଆସନ୍ତାକାଲି ସଂଧ୍ୟା ବେଳକୁ ଦୁର୍ବଳ ହୋଇଯିବ | ଓଡ଼ିଶା ଉପକୂଳଠୁ ୨୦୦ କି.ମି ବା ତାଠାରୁ ଅଧିକ ଦୂରରେ ରହିବ…
Read More...
Read More...