Browsing Tag

odisha high court

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

କଟକ:- କଟକ ବାଲିଯାତ୍ରା ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ । ଆସନ୍ତା ୯ ତାରିଖରେ ହେବାକୁ ଥିବା ହାଇକୋର୍ଟର ଶୁଣାଣି ବେଳେ ଏହି ନିଷ୍ପତ୍ତି ସଂପର୍କରେ ବିଚାର…
Read More...

ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା

ଭୁବନେଶ୍ୱର:- ଦୁର୍ଗା ପୂର୍ଜା ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି । ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି…
Read More...

ଓଡ଼ିଶାରେ ହୋଇପାରିବନି ଗୋ-ହତ୍ୟା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ହୋଇପାରିବନି ଗୋହତ୍ୟା। ଏଥିପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଗୋ’ହତ୍ୟା…
Read More...

ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ

କଟକ:- ବିଏଡ୍ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ। ବିଏଡ୍ ପ୍ରାର୍ଥୀଙ୍କୁ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।…
Read More...

ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ କଲେ ହାଇକୋର୍ଟ

କଟକ:- ଏଫ.ଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ । ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ.ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି…
Read More...

ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ମାମଲାରେ ରାୟ ସଂରକ୍ଷିତ ରଖିଲେ ମାନ୍ୟବର ହାଇକୋର୍ଟ

କଟକ-: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ମାମଲାରେ ମାନ୍ୟବର ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ମାନ୍ୟବର ବିଚାରପତି ଜଷ୍ଟିସ୍ ଭି. ନରସିଂହ ରାୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ସିବିଆଇ ତଦନ୍ତକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ ହେବା ପରେ ସମ୍ଭାବ୍ୟ…
Read More...

ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ

ଭୁବନେଶ୍ୱର-: ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ।  ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ମାନସଙ୍କ ସହ ୨୧ଜଣ ଜଜ୍‍ଙ୍କ ମଧ୍ୟ ବଦଳି ନିର୍ଦ୍ଦେଶ…
Read More...

ଗ୍ରୀଷ୍ମ ଛୁଟି ପାଇଁ ମେ ୧୯ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ-: କଟକ ସହରରେ ଓଡ଼ିଶା ହାଇକୋର୍ଟ ଗ୍ରୀଷ୍ମ ଛୁଟି ପାଇଁ ମେ ୧୯ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀ ମାମଲା ଶୁଣାଣି ପାଇଁ କିଛି ନିର୍ଦ୍ଦିଷ୍ଟ ତାରିଖରେ ଭେକେସନ ବେଞ୍ଚ ଗଠନ କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, କୋର୍ଟ ଆଠଟି ନିର୍ଦ୍ଦିଷ୍ଟ ଦିନରେ ମାମଲା ବିଚାର…
Read More...

ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ-: ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିଶେଷକରି ମହାପ୍ରଭୁଙ୍କ ଯେଉଁ ସମ୍ପତ୍ତି ରହିଛି ତାହା ମନ୍ଦିର ପ୍ରଶାସନ ହାତରୁ ଖସି ଯାଉଛି । ଥରେ ଜମି ଚାଲିଗଲେ ତାହା ଫେରିବା ପାଇଁ ବହୁ କଷ୍ଟକର ହେଉଛି । ଯାହାକୁ ନେଇ…
Read More...

ମାଓ ନେତା ସବ୍ୟସାଚୀ ପଣ୍ଡା ଓରଫ ସୁନୀଲ ପଣ୍ଡାଙ୍କୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି

କଟକ-: ମାଓ ନେତା ସବ୍ୟସାଚୀ ପଣ୍ଡା ଓରଫ ସୁନୀଲ ପଣ୍ଡାଙ୍କୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଭଞ୍ଜନଗର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ବିଚାରାଧୀନ ଏକ ମାମଲାରେ ହାଇକୋର୍ଟ ଏହି ଜାମିନ ମଞ୍ଜୁର କରିଛନ୍ତି । ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ…
Read More...