ବେଥାନୀ କନଭେନ୍ଟ ସ୍କୁଲ ଜଗୁଆଳିର ସନ୍ଦେହ ଜନକ ମୃତ୍ୟୁ
( ପାରାଦ୍ୱୀପ / ପ୍ରଶାନ୍ତ ସ୍ୱାଇଁ): ପାରାଦ୍ଵୀପ ବେଥାନୀ କନଭେନ୍ଟ ସ୍କୁଲ ଜଗୁଆଳିର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଦୀର୍ଘ ପନ୍ଦର ବର୍ଷ ହେଵ ପାରାଦ୍ଵୀପ ର ଵେଥାନୀ କନଭେନ୍ଟ ସ୍କୁଲରେ ଦୀନବନ୍ଧୁ ପାତ୍ର ଜଗୁଆଳି ଭାବେ କାମ କରିଆସୁଥିଲେ। ତେଵେ କିଛି ଦିନ ତଳେ ସେ ଛୁଟିରେ ଗାଁ କୁ ଯାଇଥିଲେ…
Read More...
Read More...