Browsing Tag

odisa

ପାଣିରେ ଗଲା ପ୍ରାଣ

( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଢେଙ୍କାନାଳ ଜିଲ୍ଲା ସଦର ଥାନା କନ୍ଧପଡାରେ ସୂର୍ୟ୍ୟକାନ୍ତ ନାମକ ପଚଂମ ଶ୍ରେଣୀ ଛାତ୍ର ଏକ ପୋଖରୀକୁ ଗାଧୋଇ ଯାଇଥିଲେ । ଅସାବଧାନତାବଶତଃ ପୋଖରୀରେ ପାଦ ଖସିଯିବାରୁ ପୋଖରୀରେ ବୁଡି ଯାଇ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଗାଁ ଲୋକ ଖୋଜାଖୋଜି କରିବା…
Read More...

ଭୁବନେଶ୍ୱର ବିମାନବନ୍ଦରରେ ତୃତୀୟ ଟର୍ମିନାଲ୍‌ ଖର୍ଚ୍ଚ ହେବ ହେବ ୯୩୦ କୋଟି ଟଙ୍କା

(ଋିପୋର୍ଟସ ଟୁଡେ) ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନକୁ ଦିନ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାତ୍ରୀ ଅଭିବୃଦ୍ଧି କ୍ଷେତ୍ରରେ ଏହା ଦେଶର ଏକ ନମ୍ବର ବିମାନବନ୍ଦରର ମାନ୍ୟତା ପାଇଛି। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର ବିମାନବନ୍ଦରରେ…
Read More...

ଜଗା ଓ କାଳିଆଙ୍କ ଚିକିତ୍ସା ଏମ୍ସରେ ଜାରି ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

(ରିପୋର୍ଟସ ଟୁଡେ) କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ ପରେ ଅଲଗା-ଅଲଗା ହେବା ପରେ ମଧ୍ୟ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ ଏମ୍ସରେ ଜାରି ରଖିବାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ…
Read More...

ଆପଣ ଜାଣନ୍ତି କି ଯେଉଁଠି ଭିକାରୀ..

(ରିପୋର୍ଟସ ଟୁଡେ) କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୁଏ ଏକ ଭିନ୍ନ ଧରଣର ମେଳା। ସ୍ଥାନୀୟ ଲୋକେ ଏହାକୁ କହିଥା’ନ୍ତି ଭିକ୍ଷୁକ ମେଳା। ପ୍ରତିବର୍ଷ ଭଳି ଗତକାଲି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ…
Read More...

କଳିଙ୍ଗ ଷ୍ଟାଡିୟମରେ ପଦର୍ଶନୀ ମ୍ୟାଚ୍

(ଆଦର୍ଶ ରାଉତ): ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମ ଭିତରେ ଥିବା ହକ୍କି ଷ୍ଟାଡିୟମର ଏକ ପଦର୍ଶନୀ ହକି ମ୍ୟାଚର ଆୟୋଜନ କରାଯିବ । ଏହି ମ୍ୟାଚଟି ଦିଲ୍ଲୀପ ତିର୍କୀ – ୧୧ ଓ ଧନରାଜ ପିଲେ -୧୧ ଙ୍କ ମଧ୍ୟରେ ଖେଳାଯିବ । ଉଭୟ ଦଳର କିଛି ପୂର୍ବତନ ଖେଳାଳୀ ଓ ବର୍ତ୍ତମାନର ଖେଳାଳୀ ସାମିଲ ରହିବେ…
Read More...