କରୋନା ଆତଙ୍କ ପରେ ଓଡିଶାକ୍ୁ ମାଡି ଆସୁଛି ଆଉ ଏକ ଭୟ
(ରିପୋଟର୍ସ ଟୁଡେ): କରୋନା ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି । ଏହି ଭଳି ସ୍ଥିତିରେ ଏବେ ଓଡିଶା ଉପରକୁ ଆଉ ଗୋଟେ ବିପଦ ମାଡି ଆସୁଛି । ଆସନ୍ତା ମାସରେ ଓଡିଶାକୁ ବାତ୍ୟାର ଭୟ ରହିଛି । ଚଳିତ ବର୍ଷ ମେ ମାସରେ ଏହି ବାତ୍ୟା ହୋଇପାରେ ବୋଲି ସୂଚନା ମିଳିଛି । ଏହା ଗତବର୍ଷ ମେ ମାସ ୩…
Read More...
Read More...