Browsing Tag

odessa

ଓଡେଶାରେ ଋଷର ଆକ୍ରମଣ

ଋଷର ମନମାନିରେ ପୁଣି ବଳିପଡିଲେ ୨୧ଜଣ । ୟୁକ୍ରେନର ଓଡେଶା ଅଂଚଳରେ ଋଷର ପୁଣି ଯୋରଦାର ଆକ୍ରମଣ ହୋଇଛି ।ଏହି ଆକ୍ରମଣରେ ୨ ଶିଶୁଙ୍କ ସମେତ ୧୯ ନାଗରିକ ପ୍ରାଣ ହରାଇଛନ୍ତି । ସେହିପରି ୩୮ଜଣ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ଋଷର ଆକ୍ରମଣରେ ଓଡେଶା ଅନ୍ତର୍ଗତ ସେରିବକା ସହରର ବ୍ୟାପକ…
Read More...