Browsing Tag

OCA

ବଢ଼ୁଛି ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ ବିବାଦ

ଭୁବନେଶ୍ଵର: ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତେଜୁଛି । ଜେନେରାଲ୍ ବଡି ବୈଠକକୁ ବୟକଟ୍ କରି Lalitendu Bidyadhar Mohapatra ଗଣମାଧ୍ୟମ ଆଗରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, OCA ପକ୍ଷରୁ ନିର୍ବାଚନକୁ ଇଚ୍ଛାପୂର୍ବକ…
Read More...

ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌

କଟକ:- ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌) । ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଓ ଆରିଭା ସ୍ପୋର୍ଟସ୍ ମିଳିତ ଆନୁକୂଲ୍ୟରେ ଏହି ଫ୍ରାଂଚାଇଜ ଭିତିକ ଲିଗ ସେପ୍ଟେମ୍ବର ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବ ଯାହା ଦିବାରାତ୍ର ମ୍ୟାଚ୍‌ ଆକାରରେ ଖେଳାଯିବ…
Read More...

ନୂଆ କୋଚ ଦୀନେଶ ଓ ରୁମେଲି

ଭୁବନେଶ୍ୱର: ଓଡ଼ିଶା କୋଚ ନିଜୁକ୍ତିରେ ସିନିୟର ମହିଳା ଦଳର ମୁଖ୍ୟ ରୁମେଲି ଧରଙ୍କୁ ନିଜୁକ୍ତି ମିଳିଛି ।ସେହିପରି ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ…
Read More...

ଅନୁଷ୍ଠତି ହେଲା ଓସିଏ ବାର୍ଷି୍କ ସାଧାରଣ ସଭା

କଟକ: ଆଜି ଓଡିଶା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସକାଳ ୧୧.୩୦ରେ କଟକ ବାରବାଟି ଷ୍ଟାଡିୟମର ଓସିଏ କନଫରେନ୍ସ ହଲ୍ ଠାରେ ପୂର୍ବ ବାର୍ଷିକ ସାଧାରଣ ସଭାର ପ୍ରକ୍ରିୟା ବିଷୟରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସମ୍ପାଦକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨…
Read More...

ଆଜି ଓସିଏର ସାଧାରଣ ପରିଷଦ ବୈଠକ : ସଭାପତି ଦାୟିତ୍ୱ ନେବେ ପ୍ରଣବ

କଟକ : ଆଜି ଅନୁଷ୍ଠିତ ହେବ OCAର ସାଧାରଣ ପରିଷଦ ବୈଠକ, OCA ର 11 ତମ ସଭାପତି ଭାବେ ଦାୟିତ୍ୱ ନେବେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ସଭାପତି ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେବା ପରେ ରାଜ୍ୟର ଏହି ସର୍ବୋଛ କ୍ରିକେଟ ସଙ୍ଘ ଏକ ନୂତନ ସୂର୍ଯ୍ୟ…
Read More...

ବାରବାଟି ଟି-୨୦ ମ୍ୟାଚ : କାହା ଛତ୍ରଛାୟାରେ ଓସିଏ ସମ୍ପାଦକ

ଭୁବନେଶ୍ୱର: ୧୨ ଜୁନ, ୨୦୨୨ । କଟକ ବାରବାଟି ଷ୍ଟାଡିୟମ । ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଟି-୨୦ ମ୍ୟାଚ । ଦୀର୍ଘ ୩ ବର୍ଷ ପରେ ବାରବାଟି ଷ୍ଟାଡିୟମରେ ମ୍ୟାଚ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚ ଦେଖିବା…
Read More...

ଚାଲିଛି ବାରବାଟୀ ଟିକେଟ୍ କଳାବଜାରୀ : ବଳକା ୨୨ହଜାର ଟିକେଟ୍ ଗଲା କୁଆଡେ ?

ଭୁବନେଶ୍ୱର: ଠେଲାପେଲା, ଧସ୍ତାଧସ୍ତି ଓ ମାରପିଟ୍ । ଜୁନ ୧୨ରେ ହେବ ବାରବାଟୀ ମହାମୁକାବିଲା, କିନ୍ତୁ ବାରବାଟୀ ଫାଇଟ ପୂର୍ବରୁ ଦେଖିବାକୁ ମିଳିଛି ଫ୍ୟାନ୍ସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଟିକେଟ ପାଇଁ ଗୁରୁବାର ବାରବାଟୀ ଷ୍ଟାଡିୟମ ସାମ୍ନାରେ ଥିବା ଟିକେଟ କାଉଣ୍ଟର ଦେଖିବାକୁ ମିଳିଥିଲା ଲମ୍ବା…
Read More...