ପୁଣି ବିଶ୍ବର ନଂ୧ ଧନୀ ତାଲିକାରେ ଏଲନ୍ ମସ୍କ୍
ନୂଆ ଦିଲ୍ଲୀ: ପୁଣି ବିଶ୍ବର ନଂ୧ ଧନୀ ତାଲିକାରେ ଏଲନ୍ ମସ୍କ୍ । ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୯୨ ବିଲିୟନ ଡଲାର ରହିଥିବାବେଳେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ପରିମାଣ ୧୮୭ ବିଲିୟନ ଡଲାର ରହିଥିବା ବ୍ଲୁମ୍ବର୍ଗ ବିଲିୟନର ଇଣ୍ଡେକ୍ସରୁ ଜଣାପଡ଼ିଛି । ତେବେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ…
Read More...
Read More...