ଆଉ ବଢ଼ିବନି ପାଚିକାଙ୍କ ଦରମା: ମନ୍ତ୍ରୀ
ଭୁବନେଶ୍ଵର: ଆଉ ବଢ଼ିବନି ପାଚିକାଙ୍କ ଦରମା । ପାଚିକାଙ୍କ ଦରମା ବୃଦ୍ଧି ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ । ପାଚିକାଙ୍କ ଦରମା ୨ ହଜାର ଟଙ୍କା ରହିଥିଲା । ବିଜେପି ସରକାର ଆସିବା ପରେ ହଜାରେ ବଢ଼ି ୩ ହଜାର ହୋଇଛି । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ ।…
Read More...
Read More...