Browsing Tag

Newdelhi

ହକି ମହାସଂଘ ସଭାପତି ପଦ ଛାଡ଼ିଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଏକ ଦୁର୍ନିତି ମାମଲାରେ ସିବିଆଇ ଚଢଉପରେ ସେ ଇସ୍ତପା ଦେଇଥିବା ଦେଖିବାକୁ ମିଳିଛି । ସେ ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗପରେ ସିବିଆଇ ଚଢାଉ କରିଥିଲା । ତେବେ ପୂର୍ବରୁ…
Read More...

ଆଜି ନାମାଙ୍କନ ଭରିବେ ମାର୍ଗାରେଟ

ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଭରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା। ଏନ୍ସିପି ମୁଖ୍ୟ ଶରଦ ପାଓ୍ୱାର ବିପକ୍ଷର ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲ୍ଭାଙ୍କ ନାଁ ଘୋଷଣା କରିଥିଲେ । ଗତକାଲି ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜଗଦୀପ ଧନଖଡ଼ ନାମାଙ୍କନ…
Read More...

ନାମାଙ୍କନ ପତ୍ର ଦାଖଲ କଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ : ଆଜି ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ । ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଓ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଜଗଦୀପ ଧନଖଡ଼ ପଶ୍ଚିମବଙ୍ଗର…
Read More...

ନଦୀଗର୍ଭକୁ ଖସିପଡିଲା ଯାତ୍ରୀବାହୀ ବସ 

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଖରଗୋନ ଓ ଧାର ଜିଲ୍ଲାର ସୀମାରେ ପ୍ରବାହିତ ନର୍ମଦା ନଦୀକୁ ଯାତ୍ରୀବାହୀ ବସଟି ଖସି ପଡ଼ିଛି । ଫଳରେ ୫୫ ଜଣ ଯାତ୍ରୀବସ ମଧ୍ୟିରେ ଥିଲେ । ତେବେ ୧୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ଖରଗୋନ ଏସପି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କୁ…
Read More...

ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ଉନ୍ନୋଚନ କଲେ ନରେନ୍ଦ୍ରମୋଦୀ

ନୂଆଦିଲ୍ଲୀ: ସୁଉଚ୍ଚ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ଉନ୍ନୋଚନ କଲେ ନରେନ୍ଦ୍ର ମୋଦୀ । ନୂତନ ସଂସଦ ଭବନ ଛାତରେ ଶୌର୍ଯ୍ୟ ଓ ସାହସିକତାର ଏହି ପ୍ରତୀକ ତମ୍ବାରେ ହୋଇଛି । ଜାତୀୟ ପ୍ରତୀକ ଏହି ଅଶୋକ ସ୍ତମ୍ବର ଉଚ୍ଚତା ୬.୫ମିଟର ହୋଥିବା ବେଳେ ଏହାର ଓଜନ ୯ହଜାର କିଲୋଗ୍ରାମରୁ ଅଧିକ ଥିବା ସୂଚନା…
Read More...

ପ୍ରକାଶ ପାଇଲା ଜେଇଇ ରେଜଲ୍ଟ

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇଛି ଜୁନ୍ ୨୩ରୁ ୨୯ ପର୍ୟ୍ୟନ୍ତ ହୋଇଥିବା ଜେଇଇ ସେସନ୍-୧ ରେଜଲ୍ଟ । NTAର ଅଫିସିଆଲ୍ ଓ୍ୱେବସାଇଟ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ ।ସେହିପରି ଜୁଲାଇ ୨୧ରୁ ୩୦…
Read More...

ଜେଲ୍ ଯିବେ ରାଜବବର

ନୂଆଦିଲ୍ଲୀ: ଦୀର୍ଘ ୨୬ ପରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ହେଲେ ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବର । ୧୯୯୬ ମସିହା ନିର୍ବାଚନରେ ଜଣେ ପୁଲିଂ ଅଧିକାରୀଙ୍କ ସହ ମାରପିଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଜ ବବର । ଏହି ମାମଲାରେ ରାଜ ବବରଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୮…
Read More...

ପୁଣି ୫୦ଟଙ୍କା ବଢିଲା ଗ୍ୟାସଦର

ନୂଆଦିଲ୍ଲୀ:କିଛିଦିନର ବ୍ୟବଧାନପରେ ପୁଣି ବଢିଲା ଗ୍ୟାସଦର ।ଫଳରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧିହୋଇ ସାଧାରଣ ଜନତା ମହଙ୍ଗା ମାଡର ସମ୍ମୁଖିନ ହୋଇଛନ୍ତି । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି…
Read More...

ଏକାଠି ଯୁଦ୍ଧ ବିମାନ ଉଡାଇଲେ ବାପା ଝିଅ

ନୂଆଦିଲ୍ଲୀ:କଥାରେ ଅଛି ବାପା ଯଦି ସାଙ୍ଗରେ ଥିବେ ଆମେ କାହାକୁ ବି ଡରିନଥାଉ । ଛୋଟବେଳେ ବାପାଙ୍କ ହାତଧରି ଅନେକ ବାଟ ଚାଲିବାର ସ୍ୱପ୍ନ ଦେଖିଥାଉ ।କିନ୍ତୁ ଯେତେବେଳେ ବାପାଙ୍କ ସାଙ୍ଗେ କାନ୍ଧମିଳେଇ ଚାଲିବାକୁ ଲାଗୁ ସେତେବେଳେ ବାପା ଅନେକ ଗର୍ବ ଅନୁଭବ କରିଥାନ୍ତି । ସବୁଝିଅ ଚାହାଁନ୍ତି…
Read More...

ମ୍ୟାଚ ପୂର୍ବରୁ ଭାଙ୍ଗିଲା ଛାତ

ନୂଆଦିଲ୍ଲୀ:ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ପୂର୍ବରୁ ଘଟିଛି ଏକ ଅଘଟଣ ।ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗାଲେର…
Read More...