ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ମଜୁରୀ ସହ ବୋନସ ଘୋଷଣା
ନୂଆଦିଲ୍ଲୀ: ଏଥର ଦୀପାବଳି ପାଇଁ ରେଳ କର୍ମଚାରୀଙ୍କୁ ମିଳିବ ବୋନସ । ୭୮ଦିନର ମଜୁରୀ ସହ ମିଳିବ ବୋନସ । ଏନେଇ ଘୋଷଣା ଜାରିକରିଛନ୍ତି କ୍ୟାବିନେଟ । ବୁଧବାର ଦିନ ସରକାର ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ଦିନ ମଜୁରୀ ସହିତ ସମାନ ଥିବା ଉତ୍ପାଦକତା ଲିଙ୍କ ବୋନସକୁ ଅନୁମତି…
Read More...
Read More...