Browsing Tag

New Delhi

ଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା

ନୂଆଦିଲ୍ଲୀ: ଭାରତୟୀ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଆଇପିଏଲ ଏବଂ ଘରୋଇ କ୍ରିକେଟ କ୍ୟାରିୟରର ସମାପ୍ତ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଅବସର ନେବାର କିଛି ଦିନ ପରେ ଅଗଷ୍ଟ ୧୫, ୨୦୨୦ରେ ଶ୍ରୀ ରୈନା ଆନ୍ତର୍ଜାତୀୟ…
Read More...

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି 

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଜେପିର ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ। ପୂର୍ବାଞ୍ଚଳର ୧୪୪ ଲୋକସଭା ଆସନ…
Read More...

ଇଡି ପକ୍ଷରୁ ୩୫ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ଇଡି ପକ୍ଷରୁ ଦିଲ୍ଲୀ ସମେତ ୩୫ ସ୍ଥାନରେ ଚଢାଉ କରାଯାଇଛି। ଦିଲ୍ଲୀର ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢାଉ କରାଯାଇଥିଲା। ଦିଲ୍ଲୀ ସମେତ ଗୁରୁଗ୍ରାମ, ଲକ୍ଷ୍ନୌ, ହାଇଦ୍ରାବାଦ, ମୁମ୍ବାଇ ଏବଂ ବାଙ୍ଗାଲୋରରେ ମଧ୍ୟ…
Read More...

ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆମେରିକା, ଚିନ ଜାପାନ ଜର୍ମାନୀ ପରେ ଭାରତ ବିଶ୍ୱର ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ବିଟ୍ରେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନ ହାସଲ କରିଛି। ପୂର୍ବରୁ ଭାରତ ବ୍ରିଟେନର ଶାସନାଧୀନ ରହିଥିଲା। ଗତ ୧୦…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଛୋଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗିଥିବା କଏଦୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ବୟାନ ଦେଇଛନ୍ତି। ଛେଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗୁଥିବା କଏଦୀ ଯଦି ଅଧା ଜେଲ ଦଣ୍ଡ ଭୋଗି ସାରିଥାନ୍ତି ତାହାଲେ ଖଲାସ କରିଦେବାକୁ କୋର୍ଟ ତାଙ୍କ ରାୟରେ କହିଛନ୍ତି। ତେବେ ସାତ ବର୍ଷ କିମ୍ବା ତା ଠାରୁ…
Read More...

ମାଗଣାରେ ମିଳିବ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପ ଲାଗି ବିଗୁଲ ବାଜି ସାରିଲାଣି। ସମସ୍ତ ଟିମ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି । ଟି-୨୦ ମ୍ୟାଚ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜନ କରାଯାଉଛି । ତେବେ ଅକ୍ଟୋବର ୧୬ରୁ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୨୯ ଦିନ ଧରି ଚାଲିବ । ଏହାର…
Read More...

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ତେବେ ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ ଜଣ ସଦସ୍ୟ ରହିଛନ୍ତି। ସେହିପରି ବିଜେପିର ୮ ଜଣ…
Read More...

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଓଡି଼ଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ପୁଞ୍ଜିପତି ଓ ବିଭିନ୍ନ ଦେଶର…
Read More...

ରବି ବିଷ୍ଣୁ ଭାରତ ଲାଗି ଟ୍ରମ୍ପ କାର୍ଡ ହୋଇପାରନ୍ତି : ଡାନିଶ କାନେରିଆ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଡାନିଶ କାନେରିଆ ବିଶ୍ୱାସ କରନ୍ତି ଯେ ରବି ବିଷ୍ଣୁ ଭାରତର ଖେଳୁଥିବା ଏକାଦଶରେ ଆବେଶ ଖାନଙ୍କ ସ୍ଥାନ ନେବା ଉଚିତ ଏବଂ ହଂକଂ ବିପକ୍ଷ ଆଗାମୀ ଏସିଆ କପ ୨୦୨୨ ମୁକାବିଲାରେ ଯୁବ ସ୍ପିନର ରୋହିତ ଶର୍ମାଙ୍କ ଟ୍ରମ୍ପ କାର୍ଡ ହୋଇପାରନ୍ତି। କାନେରିଆ…
Read More...

ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ଏହା ପ୍ରଥମ ଥର ପାଇଁ ଜଣେ ଏସୀୟ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଟପ-୩କୁ ଭାଙ୍ଗିଛି । ଯାହାର ସମ୍ପତ୍ତି ୧୩୭.୪ ବିଲିୟନ ଅଟେ । ସେ ବର୍ତ୍ତମାନ ବିଶ୍ୱ ମାନ୍ୟତାରେ ଏଲୋନ ମସ୍କ ଏବଂ ଜେଫ…
Read More...