Browsing Tag

New Delhi

ବିରାଟଙ୍କ ଏକାଧିକ କୀର୍ତ୍ତିମାନ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

କଲମ୍ବୋ : ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଥିବା ବିରାଟ କୋହଲି ଏକାଧିକ କୀର୍ତିମାନ ହାସଲ କରିଛନ୍ତି । ଏସିଅ । କପର ସୁପର ୪ର ମ୍ୟାଚରେ ବିରାଟ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି । ଏହା ତାଙ୍କ ଦିନିକିଅ । କ୍ୟାରିଅରର ୪୭ ତମ ଶତକ । ସେହିପରି ଅନ୍ତର୍ଜାତୀୟ କ୍ୟାରିୟରରେ…
Read More...

ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଶୀତ ଦିନେ ପରିବେଶ ପ୍ରଦୂଷଣ ସ୍ତର ବଢିଥାଏ । ଦିଲ୍ଲୀରେ ପ୍ରତିବର୍ଷ ଦୀପାବଳି ସମୟରେ ବାୟୁ ପ୍ରଦୂଷିତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଦକ…
Read More...

ଆଜି ମୋଦୀ ଏବଂ ମହମ୍ମଦ ବିନ ସଲମାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ:  ଆଜି ଭାରତ ଏବଂ ସାଉଦି  ଆରବ ମଧ୍ୟରେ ଏକ ଦୀର୍ଘ ମିଆଦି ଶକ୍ତି ସହଯୋଗ ଚୁକ୍ତିନାମା ହୋଇପାରେ । ଭାରତ  ଆୟୋଜନ କରିଥିବା ଜି ୨୦ ସମ୍ମିଳନୀ ପରେ  ମହମ୍ମଦ ବିନ ସଲମାନ  ଆଜି ଦିଲ୍ଲୀ ପରିଦର୍ଶନ କରିବେ ।  ମୋଦୀ ଏବଂ ମହମ୍ମଦ ବିନ ସଲମାନ ମଧ୍ୟରେ ହୋଇଥିବା   ବୈଠକରେ  ଉଭୟ ପକ୍ଷ …
Read More...

ଆଜିଠୁ ବିଶ୍ୱକପ ପାଇଁ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର: ବିଶ୍ୱପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି । ଟିକେଟ୍ ମୂଲ୍ୟ ୫୦୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏ ରହିଛି । ଆଜି ହିଁ ଟିକେଟ କିଣି ପାରିବେ ଦର୍ଶକ ଟିକେଟ । ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ । ଆଗାମୀ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ…
Read More...

ବ୍ରିକ୍ସ ସମ୍ମିଳନୀ ରେ ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆ ଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଚାଲିଥବବା ୧୫ ତମ ବ୍ରିକ୍ସ ସମ୍ମିଳନୀ ରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ଦେଶର ନେତାମାନଙ୍କୁ ସମ୍ବୋଧିତ କରି…
Read More...

ହିମାଚଳ ପ୍ରଦେଶରେ ଭୂସ୍ଖଳନ ହୋଇ ୫ଜଣଙ୍କର ମୃତ୍ୟୁ

ପାହାଡିଆ ରାଜ୍ୟ କୁହାଯାଉଥିବା ହିମାଚଳ ପ୍ରଦେଶରେ ଦାଉ ସାଧୁଚି ପ୍ରାକୃତିକ ବିପର୍ଯ୍ୟୟ । କିଛିଦିନ ତଳେ ଭୟଙ୍କର ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି କିଛି ଲୋକ ନିଖୋଜ ରହିଥିବା କୁହାଯାଉଛି । ଆଜିବି ପ୍ରବଳ ବର୍ଷା ସହିତ ସିମଲା ମଣ୍ଡି ଠାରେ…
Read More...

ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବିଜନେସକୁ ମମ୍ବୋଧିତ କରି କହିଛନ୍ତି ଯେ, ଭାରତ ବିଶ୍ୱର ଗ୍ରୋଥ ଇଞ୍ଜିନ ହେବ । ଏହା ସହ ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ ।…
Read More...

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କୁୁ ମିଳିବ ୩ସେକେଣ୍ଡ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ହେଉଛି ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର । ପ୍ରତ୍ୟେକ ଦିନ ଭଗବାନଙ୍କ ଦର୍ଶଦ ପାଇଁ ଏଠାରେ ପ୍ରବଳ ଭିଡ ଜମିଥାଏ । ନବ ନିର୍ମିତ ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବବୋଲି ଅନୁମାନ କରାଯାଇଛି । ଶ୍ରୀ ରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ଲକ୍ଷ…
Read More...

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ଦେଶ ବାସିଙ୍କୁ ସମ୍ବୋଧିତ କରିକହିଛନ୍ତି ଯେ, ଦେଶବାସୀ ମୋ ପରିବାର ଜନ । “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା…
Read More...

ପୁଣି ଥରେ ବିଦେଶ ଯାତ୍ରା କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା  ରାହୁଲ ଗାନ୍ଧୀ ପୁଣି ଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି ।  ଏହା ପୂର୍ବରୁ  ରାହୁଲ ଗାନ୍ଧୀ  ଆମେରିକା ଗସ୍ତରେ ଯାଇଥିବା ସମୟରେ  ପାର୍ଲାମେଣ୍ଟରୁ  ତାଙ୍କର ସଦସ୍ୟତା ରଦ୍ଦ…
Read More...