Browsing Tag

New Delhi

ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳ ପାଇଁ ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ଆଜିଠୁ ଦେଖିବାକୁ ମିଳିବନି ୨,୦୦୦ଟଙ୍କିଆ ନୋଟ୍ । ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳ ପାଇଁ ଆଜି ହେଉଛି ଶେଷ ଦିନ । ଏହା ପରେ ଆଉ କେହି ୨୦୦୦ ଟଙ୍କିଆ ନୋଟ୍ ନେବେନାହିଁ । ଏ ନେଇ ସଳୂଚନା ଦେଇଛି ଆରବିଆଇ । ଏ ପର୍ୟ୍ୟନ୍ତ ମାର୍କେଟରୁ ବ୍ୟାଙ୍କକୁ ୯୩ ପ୍ରତିଶତ ୨ ହଜାର…
Read More...

ଶ୍ରେଣୀ ଗୃହରେ ପାଠ ପଢା ଚାଲିଥିବା ବେଳେ ହୃଦଘାତରେ ଚାଲିଗଲା ଜୀବନ

ବ୍ୟୁରେ: ଶ୍ରେଣୀ ଗୃହରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗୁଜୁରାଟର ସୁରଟର ଗୋଡାଦରାର ଏକ ଘରୋଇ ସ୍କୁଲରେ ।୮ମ ଶ୍ରେଣିର ଛାତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ପାଠପଢା ଚାଲିଥିବା ସମୟରେ ହଠାତ ବେହୋସ ହୋଇ ତଳେ ପଡି ଯାଇଥିଲା । ଏହି ସମୟରେ ଶ୍ରେଣୀରେ ଉପସ୍ଥିତ ଶିକ୍ଷକ ଏ…
Read More...

ଗୁଗୁଲ , ଫେସବୁକ ଏବଂ ଏକ୍ସ ଭଳି ବିଭିନ୍ନ କମ୍ପାନି ଉପରେ ଲାଗୁ ହେବ ଟିକସ

ନୂଆଦିଲ୍ଲୀ: ଏଥର ଭାରତରେ ବ୍ୟବସାୟ ପଡିବ ମହଙ୍ଗା । ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଗୁଗୁଲ , ଫେସବୁକ ଏକ୍ସ ଭଳି ବିଭିନ୍ନ କମ୍ପାନି ଉପରେ ଲାଗୁ ହେବ ଟିକସ । ଏହି ସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବବୋଲି କହିଛନ୍ତି ସରକାର । ଆଜି…
Read More...

ଶ୍ରୀ ରାମ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିବ ୨୦ ସେକେଣ୍ଡ

ଅଯୋଧ୍ୟା: ଅଯୋଧ୍ୟାରେ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୋରଦାର ଚାଲିଛି । ଆସନ୍ତା ବର୍ଷ ଜାନୁୟାରୀ ୨୨ ରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି । ସେହିକାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର ଯୋଜନା…
Read More...

ଆସନ୍ତା ୨୨ ତାରିଖରେ ପ୍ରତିଷ୍ଠା ରାମ ମନ୍ଦିର , ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା କରାଯିବ । ଏଥି ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ଦର୍ଶନ ପାଇଁ ଛଡା ଯିବ ବୋଲି କୁହାଯାଉଛି । ଏନେଇ ମନ୍ଦିର ନିର୍ମାଣ କମିଟି ସଭାପତି ନୃପେନ୍ଦ୍ର ମିଶ୍ର ଗତ କାଲି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ…
Read More...

ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ

ବ୍ୟୁାରୋ : ଯୁବରାଜଙ୍କ ରେକର୍ଡ ଭାଙ୍ଗିଲା ନେପାଳ । ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ । ଟି-୨୦ ଫର୍ମାଟରେ ରନ ବର୍ଷା କରି ଏକାଧିକ ରେକର୍ଡ ଭାଙ୍ଗିଲା । ଟି-୨୦ ସର୍ବାଧିକ ଇନିଂସ ସ୍କୋର ,ଦ୍ରୁତ ଶତକ ଓ ଦ୍ରୁତ ଅର୍ଦ୍ଧଶତକ । ମଙ୍ଗୋଲିଆ ବିପକ୍ଷରେ ୩୧୪ /୩ ସର୍ବାଧିକ ଟି…
Read More...

ଏସୀୟ କ୍ରୀଡାରେ ଭାରତକୁ ୧୧ ପଦକ

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଫାଇନାଲରେ ଶ୍ରୀଲଙ୍କାକୁ ୧୯ରନରେ ହରାଇଥିଲା ଭାରତ । ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟର ଟିମ୍ । ଏସୀୟ କ୍ରୀଡାରେ ୧୧ ପଦକ ଜିତି ସାରିଲାଣି ଭାରତ । ବର୍ତ୍ତମାନ ସୁଦ୍ଧା ୨ ଟି ସ୍ୱର୍ଣ୍ଣ, ୩ରୌପ୍ୟ ଓ ୬ବ୍ରୋଞ୍ଜ…
Read More...

୫ଦନ ପରେ ଦେଖିବାକୁ ମିଳିବନ ୨ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବନି ୨ହଜାର ଟଙ୍କିଆ ନୋଟ । ଆସନ୍ତା ୩୦ ତାରିଖ ଠାରୁ ଉଭେଇ ଯିବ ୨ହଜାର ଟଙ୍କିଆ ନୋଟ । ଦେଶର ସବୁଠାରୁ ବଡ ନୋଟ କୁହାଯାଉଥିବା ୨ହଜାର ଟଙ୍କିଆ ନୋଟକୁ ଆଉ ୫ଦନ ପରେ ଦେଖିବାକୁ ମିଳିବନି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଲିନ ନୋଟ ପଲିସି ଅନୁସାରେ ୩୦ ତାରିଖ…
Read More...

ପୋଲିସ କର୍ମୀଙ୍କ ସହ ଡିନର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପୋଲିସ କର୍ମୀଙ୍କ ସହ ଡିନର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ର ସଫଳ ଆୟୋଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମ୍ରେ ପୋଲିସ, ପାରାମିଲିଟାରୀ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହିତ ରାତ୍ରି ଭୋଜନକରିଛନ୍ତି । ପିଏମ୍ ମୋଦି ଭାରତ ମଣ୍ଡପମ୍ରେ ପହଞ୍ଚିବା…
Read More...

ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଚଳାଚଳ କରିବ ଦ୍ରୁତଗାମୀ ରୋଳ

ଅହମଦାବାଦ : ଅହମଦାବାଦ ଓ ସାନନ୍ଦ ମଧ୍ୟରେ କରିବ ଦ୍ରୁତଗାମୀ ରୋଳ ଚଳାଚଳ । ଆଗାମୀ ୬ମାସ ଭିତରେ ଗୁଜୁରାଟର ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଦ୍ରୁତଗାମୀ ରୋଳ ଚଳାଚଳ କରିବ ବୋଲି ଆଜି କେନ୍ଦ୍ର ରୋଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିବା କୁହାଯାଉଛି । ଗୁଜୁରାଟର ସାଦନ୍ଦ ନଗରୀରେ ଏକ ‘…
Read More...