ସ୍କୁଲ ଭ୍ୟାନ ଏବଂ ଡମ୍ପର ମୁହାଁମୁହିଁ ଧକ୍କା : ଡ୍ରାଇଭରଙ୍କ ସମେତ ୬ ପିଲାଙ୍କ ଗଲା ଜୀବନ
ନୂଆଦିଲ୍ଲୀ: ସ୍କୁଲ ଭ୍ୟାନ ଏବଂ ଡମ୍ପର ମୁହାଁମୁହିଁ ଧକ୍କା । ଏଭଳି ଅଭାବନିୟ ଘଟଣା ଘଟିଛି ପଞ୍ଜାବର ପଟିୟାଲାରେ । ଏହି ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା ବେଳେ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
ସୂଚନା ମୁତାବକ, ସମାନା-ପଟିୟାଲା ରୋଡ ଟୋଲ ପ୍ଲାଜା ନିକଟରେ…
Read More...
Read More...