Browsing Tag

New Delhi

ସୁପ୍ରିମ କୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ସି ଜେ ଆଇଙ୍କ ବିବୃତି

ଆଜି ଦେଶର ସର୍ବୋଚ୍ଚ କୋ ର୍ଟର ସ୍ଥାପନା ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କି, ଜୁଲାଇ ୨୯ରୁ ୩ ଅଗଷ୍ଟ ମଧ୍ୟରେ ସୁପ୍ରିମ କୋର୍ଟରେ ଲୋକ ଅଦାଲତ ଲାଗିଛି । ସିଜେଆଇ କହିଛନ୍ତି, ଗୋଟିଏ ଟିମର…
Read More...

ୱାଇନାଡକୁ ନେଇ ବିଜେପି ନେତାଙ୍କ ଅସମ୍ବେଦନଶୀଳ ବୟାନ

ପ୍ରକୃତିର ତାଣ୍ଡବରେ କେରଳର ୱାଇନାଡରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ସରକାରୀ ସ୍ତରରେ ସ୍ପଷ୍ଟ ହୋଇଛି । ଏହାକୁ ନେଇ ଦେଶବ୍ୟାପୀ ଖେଳିଯାଇଛି ଶୋକର ଛାୟ।। ଏପରି ସମୟରେ ବିଜେପିର ଜଣେ ନେତା ଦେଇଛନ୍ତି ବିବାଦୀୟ ବୟାନ । ଗୋ ହତ୍ୟା ପାଇଁ ରାଜ୍ୟକୁ ଏମିତି ବିପର୍ଯ୍ୟୟର ସାମ୍ନା…
Read More...

ପୂଜାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ ପରେ ପୂଜା ଖେଡକର ଗାଏବ

ୟୁପିଏସସି ପରୀକ୍ଷାରେ ଚଞ୍ଚକତା କରି ପାସ ହୋଇ ଆଇଏଏସ ହୋଇଥିବା ପୂଜା ଖେଡକରଙ୍କ ଅଗ୍ରୀମ ଜାମିନ ନାମଞ୍ଜୁର ପରେ ମିଳୁନି ତାଙ୍କ ପତ୍ତା । ଗିରଫଦାରୀକୁ ଏଡାଇବାକୁ ସେ ବର୍ତ୍ତମାନ ଦୁବାଇ ଖସିଯାଇଥିବା ଜଣାପଡିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ପରୀକ୍ଷାରେ ସେ ନିଜ ଦସ୍ତାବିଜରେ ବହୁ…
Read More...

ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାରେ ପେପର୍ ଲିକ୍ ଅଭିଯୋଗ ଏବଂ ଅନ୍ୟାନ୍ୟ ଅନିୟମିତତା ଉପରେ ତୀବ୍ର ବିବାଦ ସତ୍ତ୍ୱେ ସୁପ୍ରିମକୋର୍ଟ ଏହାର ରାୟ ଘୋଷଣା କରିଛନ୍ତି। ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିଟ୍ ପେପର ଲିକ୍ ମାମଲାରେ ଅଦାଲତ ନିଷ୍ପତ୍ତି ଶୁଣାଇ…
Read More...

ନୂଆ ସଂସଦ ଭବନ ଛାତରୁ ପଡୁଛି ବର୍ଷା ପାଣି, ଭିଡିଓ ଭାଇରାଲ

ବୁଧବାର ଦିଲ୍ଲୀ ଏନସିଆରରେ ହୋଇଥିବା ବର୍ଷାର ପ୍ରଭାବ ନୂଆ ସଂସଦ ଭବନରେ ଦେଖିବାକୁ ମିଳିଛି । ସଂସଦ ଚାରିପାଖ ରାସ୍ତାରେ ପାଣି ସୁଅ ଛୁଟୁଥିବା ବେଳେ ନୂଆ ସଂସଦ ଭବନ ଛାତରୁ ପାଣି ଝରିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ସପା ସାଂସଦ ଅଖିଳେଶ ଯାଦବ କେନ୍ଦ୍ରକୁ…
Read More...

ଟ୍ରେନୀ ଆଇଏଏସ ପୂଜା ଖେଡକରଙ୍କ ଅଗ୍ରୀମ ଜାମିନ ନାମଞ୍ଜୁର

ଟ୍ରେନୀ ଆଇଏଏସ ପୂଜା ଖେଡକରଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । କୋର୍ଟ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ବୁଧବାର ୟୁପିଏସସି ପୂଜାଙ୍କ ଚୟନକୁ ରଦ୍ଦ କରିଦେଇଥିଲେ । ଏଥିସହ ଭବିଷ୍ୟତରେ ଆୟୋଗ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ପାଇଁ ପୂଜା ସାମିଲ ହୋଇପାରିବେ ନାହିଁ…
Read More...

ରାଜ୍ୟରେ ପ୍ରତ୍ୟକ ମହିଳାଙ୍କୁ ସୁରକ୍ଷା ଦେବାକୁ ଯୋଗୀଙ୍କ ଗ୍ୟାରେଣ୍ଟି

ମହିଳାଙ୍କ ପ୍ରତି ଅଭଦ୍ରୋଚିତ ମାମଲାରେ ୟୁପି ମୁଖ୍ୟମନ୍ତ୍ରୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ । ଘଟଣାରେ ଯୋଗୀ ଆଦିତ୍ୟନାଥ ଡିସିପି, ଏଡିସିପି ଓ ଏସପିଙ୍କୁ ବଦଳି କରିଦେଇଛନ୍ତି । ଏଥିସହ ସମ୍ପୃକ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ତେବେ ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ…
Read More...

ଦିଲ୍ଲୀ ଏନସିଆର, ଗୁରଗ୍ରାମ, ଗାଜିୟାବାଦ, ନୋଏଡା ସବୁ ଜଳାର୍ଣ୍ଣବ

ଚଳିତ ବର୍ଷା ଜାତୀୟ ରାଜଧାନୀକୁ କରିଛି ଜଳାର୍ଣ୍ଣବ । ଦିଲ୍ଲୀ ବିମାନବନ୍ଦରକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଭାରି ଜାମ । ବର୍ଷା ପାଇଁ ବହୁ ବିମାନର ଉଡାଣରେ ବିଳମ୍ବ ହୋଇଛି । ବୁଧବାର ହୋଇଥିବା ବର୍ଷା ପାଇଁ ଅନେକ ଲୋକ ସମୟରେ ବିମାନ ବନ୍ଦରରେ ପହଞ୍ଚି ନ ପାରିବାରୁ ଫ୍ଲାଇଟ ମିସ କରିଥିଲେ ।…
Read More...

ମିର୍ଜାପୁରରେ ଅଦାନୀ ଖୋଲିବ ବିରାଟ ପାୱାର ପ୍ଲାଣ୍ଟ

ଅଦାନୀ ଗ୍ରୁପ ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ବଡ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ଏହା ଏକ ଅଲ୍ଟ୍ା ସୁପରକ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ହେବ । ଏଥିରେ ୧୬ଶହ ମେଗାଓା୍ୱଟର ପାଓା୍ୱର ଉତ୍ପାଦନ ହେବ । କମ୍ପାନୀର ରଣନୀତି ଅନ୍ତର୍ଗତ ଥର୍ମାଲ ପାୱାରର କ୍ଷମତା ୩୦ ମେଗାୱାଟ ହେବ ।…
Read More...

ବିଜେପିରେ ଯୋଗଦେଲେ ମମତା ମହାନ୍ତ

ନୂଆଦିଲ୍ଲୀ: ପଦ୍ମ ଧରିଲେ ମମତା । ବିଜେପିରେ ଯୋଗଦେଲେ ମମତା ମହାନ୍ତ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଯୋଗଦେଲେ ମମତା । ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ବିିଜେପିରେ ମିଶିଲେ ମମତା ମହାନ୍ତ । ତେବେ ଗତକାଲି ବିଜେଡ ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ…
Read More...