Browsing Tag

New Delhi

ମାଓ ମୁକାବିଲା ନେଇ ଦିଲ୍ଲୀରେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ମାଓ ମୁକାବିଲା ନେଇ ଦିଲ୍ଲୀରେ ସମୀକ୍ଷା ବୈଠକ । ଆଜି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ । ଏହò ବୈଠକରେ ଯୋଗ ଦେଇଛନ୍ତି ଓଡ଼ିଶା ସମେତ ୮ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ,…
Read More...

ମୁମ୍ବାଇରେ ୩ ଶିଶୁ ସମେତ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ମହାରାଷ୍ଟ୍ର ଚେମ୍ବୁର୍‌ ଅଞ୍ଚଳର ଏକ କୋଠାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ପରିବାରର ୩ଶିଶୁଙ୍କ ସମେତ ୭ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛି । ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। କୋଠାର ତଳ ମହଲାରେ ଥିବା ଏକ ଦୋକାନରେ ଶର୍ଟସର୍କିଟ ଯୋଗୁ…
Read More...

ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ମିଳିଲା ଟଙ୍କା

ଭୁବନେଶ୍ୱର; ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ମିଳିଲା ଟଙ୍କା । ମହାରାଷ୍ଟ୍ରରୁ ୧୮ତମ କିସ୍ତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିବିଟି ମାଧ୍ୟମରେ ପ୍ରାୟ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର ହୋଇଛି । ତେବେ…
Read More...

ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର:  ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତକାଲି ଠାରୁ ଗୁଳିବିନିମୟ ଜାରି ରହିଛି । ଆଜି ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚାନା ଅନୁଯାୟୀ,…
Read More...

ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ଗୋବିନ୍ଦା

ମୁମ୍ୱାଇ: ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଅଭିନେତା ଗୋବିନ୍ଦା । ତାଙ୍କ ଗୋଡରେ ଗୁଳି ବାଜିବା କାରଣରୁ ସେ ମୁମ୍ୱାଇ ସିଟି କେୟାର ଏସିଆ ହସ୍ପିଟାଲରେ ଅକ୍ଟୋବର ୧ ରେ ଆଡମିଟ୍ ହୋଇଥିଲେ। ଡାକ୍ତରଖାନାରୁ ଆଜି ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଗୋବିନ୍ଦା । ଡାକ୍ତରଖାନାରୁ ବାହାରି ପରେ ସେ…
Read More...

ତିରୁପତି ଲଡୁ ବିବାଦରେ ତଦନ୍ତ କରିବ ସ୍ୱତନ୍ତ୍ର ଏସଆଇଟି ଟିମ୍

ନୂଆଦିଲ୍ଲୀ : ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗ ଅପମିଶ୍ରିତ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଡା ଟିପ୍ପଣି ଦେଇଛନ୍ତି ସୁପ୍ରିମେକାର୍ଟ । କହିଛନ୍ତି, ଏହା ଆସ୍ଥାର ବିଷୟ, ଏଥିରେ ସ୍ବତନ୍ତ୍ର ଟିମ୍ କାମ କରୁ । ରାଜ୍ୟ ସରକାରଙ୍କ ତରଫରୁ ଟିମ୍ ଯାଞ୍ଚ କରିବ…
Read More...

୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମାସ ଆରମ୍ଭରୁ ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି ହୋଇଛି। ତେବେ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ  IOCL ୱେବସାଇଟରେ ନୂଆ ଦର ନେଇ ସୂଚନା ରହିଛି।…
Read More...

୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା : ୫୦ ଲକ୍ଷ ଚାଷୀ ହେବେ ଉପକୃତ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ୍ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ ମୋଦୀ ଟଙ୍କା ପଠାଇବେ ବୋଲି ସୂଚନା ।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ…
Read More...

ନେପାଳରେ ତାଣ୍ଡବ ରଚିଛି ବର୍ଷା : ଗଲାଣି ୧୭୦ଜଣଙ୍କ ପ୍ରାଣ

ନେପାଳରେ ତାଣ୍ଡବ ରଚିଛି ବର୍ଷା । ଭୀଷଣ ବର୍ଷା ଯୋଗୁଁ ନେପାଳରେ ପ୍ରବଳ ବନ୍ୟା ପରିସ୍ଥିତି ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଭୂସ୍ଖଳନ ଏବଂ ବର୍ଷାଜନିତ କାରଣରୁ ୧୭୦ଜଣ ପ୍ରାଣ ହରାଇଥିବାବେଳେ ୪୨ଜଣ ନିଖୋଜ…
Read More...

ମିଥୁନ ଚକ୍ରବର୍ତ୍ତୀଙ୍କୁ ଅକ୍ଟୋବର ୮ରେ ମିଳିବ ଦାଦା ସାହେବ ଫାଲକେ ସମ୍ମାନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ତାଙ୍କର ଶ୍ରେଷ୍ଠ ଅବଦାନ ପାଇଁ ତାଙ୍କୁ ତାଙ୍କୁ ଫାଲକେ ସମ୍ମାନ ମିଳିବ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...