Browsing Tag

Nepal

ନେପାଳ ଜଳ ପ୍ରଳୟ: ୯ ଦିନ ପରେ ଟନେଲ ଭିତରୁ ମିଳିଲା ୨ ଜୀବନ

ନେପାଳର ବନ୍ୟାର ବୀଭିଷିକା ମଧ୍ୟରେ ସାମନାକୁ ଆସିଛି ଆଶ୍ଚର୍ଯ୍ୟକର ଭଳି ଘଟଣା।  ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ। ଜଳ ପ୍ରଳୟର ୯ ଦିନ ପରେ କାଦୁଅ ଓ ଆବର୍ଜନା ତଳୁ ଉଦ୍ଧାର ହୋଇଛନ୍ତି ୨ ଶ୍ରମିକ। ଏହି ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହୋଇଥିବା ଶ୍ରମିକ ଦ୍ୱୟ ହେଲେ କବୀର…
Read More...

ନେପାଳ ବନ୍ୟା: ଦିଲ୍ଲୀର ଓଡ଼ିଶା ନିବାସରେ ସରକାର ଖୋଲିଲେ ନିୟନ୍ତ୍ରଣ କକ୍ଷ, ହେଲ୍ପଲାଇନ୍ ନମ୍ବର ଜାରି

ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପରେ ରାଜ୍ୟ ସରକାର ନୂଆଦିଲ୍ଲୀର ଓଡ଼ିଶା ନିବାସରେ ଏକ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। "ବିପଦରେ ଥିବା ଓଡ଼ିଶାର ବ୍ୟକ୍ତିମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ନୂଆଦିଲ୍ଲୀର ଓଡ଼ିଶା ନିବାସରେ ଏକ ୨୪ ଘଣ୍ଟା ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି ।…
Read More...

ନେପାଳ ବନ୍ୟାରେ ଓଡିଆ ଦମ୍ପତି ନିଖୋଜ, ସନ୍ଧାନ କରୁଛି ନେପାଳ ପୋଲିସ

ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ଭୋଟେ କୋଶି ନଦୀ କୂଳରେ ଏକ ଧ୍ୱଂସର ଧାରା ଛାଡିଯାଇଛି। ନେପାଳ ପୋଲିସ କହିଛି ଯେ ଗୁରୁବାର ସକାଳ ସୁଦ୍ଧା ୧୬୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିଭଳି ବିଦେଶୀ ନାଗରିକଙ୍କ ସମେତ ଶହ ଶହ ଲୋକ ଏବେ ବି ଯୋଗାଯୋଗ ବାହାରେ ଅଛନ୍ତି। ଏହି ସମୟରେ, ନେପାଳରେ…
Read More...

ନେପାଳରେ ରାଜନୀତିକ ହଲଚଲ: ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଗିରଫ

New Delhi: ନେପାଳର ରାଜନୀତିରେ ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ KP Sharma Oliଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନୂତନ ପ୍ରଧାନମନ୍ତ୍ରୀ Balen Shah ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା କୁହାଯାଉଛି। ସରକାର ଗଠନ ପରେ…
Read More...

ପୁଣି ବିବାଦ; ନେପାଳୀ ଟଙ୍କାରେ ୩ ଭାରତୀୟ ଭୂଖଣ୍ଡ

ନୂଆଦିଲ୍ଲୀ: ବିବାଦ ଘେରରେ ନେପାଳୀ ଟଙ୍କା । ନେପାଳୀ ଟଙ୍କାରେ ଦର୍ଶାଯାଇଛି ୩ ଭାରତୀୟ ଭୂଖଣ୍ଡ । ଭାରତୀୟ ଭୂଖଣ୍ଡ କଳାପାଣି, ଲିପୁଲେଖ୍‌, ଲିମ୍ପିଆଧୂରା ସ୍ଥାନିତ । ନେପାଳ ରାଷ୍ଟ୍ର ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ୧୦୦ ଟଙ୍କିଆ ନୋଟ୍‌ରେ ସ୍ଥାନିତ । ନେପାଳ ସରକାରଙ୍କ ନିର୍ଦ୍ଦେଶରେ ଏହା…
Read More...

ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ

କାଠମାଣ୍ଡୁ: ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ୨୦୨୬ ମାର୍ଚ୍ଚ ୫ରେ ହେବ ନିର୍ବାଚନ । ସଂସଦ ଭଙ୍ଗ ସହ ମାର୍ଚ୍ଚ…
Read More...

ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି…

ଭୁବନେଶ୍ୱର:- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି…
Read More...

ସୁଧୁରୁଛି ନେପାଳ ସ୍ଥିତି: ବିକ୍ଷୋଭକାରୀଙ୍କୁ କାଠମାଣ୍ଡୁ ମେୟରଙ୍କ ଅପିଲ୍

କାଠମାଣ୍ଡୁ: ସୁଧୁରୁଛି ନେପାଳ ସ୍ଥିତି । ଆଉ ଏହାରି ଭିତରେ ବିକ୍ଷୋଭକାରୀଙ୍କୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର । ବିକ୍ଷୋଭକାରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର ବାଲେନ୍ ଶାହ । ଦେଶ ଏବେ ସ୍ବର୍ଣ୍ଣିମ ଭବିଷ୍ୟତ ଆଡ଼କୁ ଗତି କରୁଛି । ତେଣୁ ଭୟଭୀତ ନ ହୋଇ…
Read More...

ଥମୁନି ହିଂସା, ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ମନ୍ତ୍ରିମଣ୍ଡଳରେ ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ବର୍ଷ ବର୍ଷ ପରେ ହୋଇଥିବା ସବୁଠାରୁ ଭୟଙ୍କର ବିଦ୍ରୋହରେ ଅତିକମରେ ୨୦ ଜଣଙ୍କର…
Read More...

ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ଗତକାଲି ସୋସିଆଲ୍ ମିଡିଆ ବ୍ୟାନ୍‌…
Read More...